Monday , December 16 2019
Breaking News
Home / ତାଜା ଖବର /       ୱାରେଂଟି  ଗିରଫ

      ୱାରେଂଟି  ଗିରଫ

 

ଗରଦପୁର ୦୨/୧୨/୨୦୧୯(ଓଡ଼ିଶା ସମାଚାର)- ପାଟକୁରା ଥାନା ପୁଲିସ ଜଣେ ୱାରେଂଟିକୁ ଗିରଫ କରି ଗତକାଲି କୋର୍ଟ ଚାଲାଣ କରିଛି । ପୁଲିସ ସୂତ୍ରରୁ ପ୍ରକାଶ ଯେ,ଏହି ଥାନା ଅନ୍ତର୍ଗତ ତାଳସଙ୍ଗା ଗ୍ରାମର ସର୍ବେଶ୍ୱର ବେହେରାଙ୍କ (୪୫)ନାମରେ ଗତ ଫେବୃଆରୀ ମାସ ୨୫ ତାରିଖରେ ଚେକ୍ ବାଉନ୍ସ ମାମଲା ରହିଥିଲା । ଏହି ଅଭିଯୋଗରେ ପାଟକୁରା ପୁଲିସ ୱାରେଂଟ ବଳରେ ସର୍ବେଶ୍ୱରଙ୍କୁ ଗିରଫ କରି ଗତକାଲି କୋର୍ଟ ଚାଲାଣ କରିଛି ।   ଓଡ଼ିଶା ସମାଚାର

About admin

Check Also

ସଂକ୍ଷେପରେ ତାଜା ଖବର : କଲେଜ ଛାତ୍ରୀଙ୍କୁ ଗଳାକାଟି ହତ୍ୟା ଘଟଣାର ପର୍ଦ୍ଦାଫାସ – ହତ୍ୟାକାରୀ ଭାଉଜ ଗିରଫ

ଟାଙ୍ଗୀ,୧୫/୧୨/୨୦୧୯(ଓଡ଼ିଶା ସମାଚାର)- ବାଲୁଗାଁ ଥାନା ଗଙ୍ଗାନଗର ଅଂଚଳରେ ଜଣେ କଲେଜ ଛାତ୍ରୀଙ୍କୁ ଗଳାକାଟି ହତ୍ୟା ଘଟଣାର ପର୍ଦ୍ଦାଫାସ ହୋଇଛି । …

Leave a Reply

Your email address will not be published. Required fields are marked *