Saturday , January 25 2020
Breaking News
Home / ତାଜା ଖବର / ୪ ଜୁଆଡ଼ି ଗିରଫ ହେବା ସହିତ ୬୬ ହଜାର ଟଙ୍କା ଜବତ

୪ ଜୁଆଡ଼ି ଗିରଫ ହେବା ସହିତ ୬୬ ହଜାର ଟଙ୍କା ଜବତ

ବ୍ରହ୍ମପୁର,୦୫/୧୦/୨୦୧୯ (ଓଡ଼ିଶା ସମାଚାର)- ଜୁଆ ଆଡ଼ା ଉପରେ ପୋଲିସ ର ଚଢ଼ାଉ । ୪ ଜୁଆଡ଼ି ଗିରଫ ହେବା ସହିତ ୬୬ ହଜାର ଟଙ୍କା ଜବତ ହୋଇଛି । ମିଳିଥିବା ତାଜା ସୂଚନା ଅନୁସାରେ ହେଟେଲ ମୋତି ରେ ଜୁଆ ଆଡ଼ା ଚରଲିଥିବା ସୂଚନା ପାଇ ପୋଲିସ୍ ମୋତି ହୋଟେଲ ଉପରେ ଚଢ଼ାଉ କରିଥିଲା । ଓଡ଼ିଶା ସମାଚାର

About admin

Check Also

ସଂକ୍ଷେପରେ ତାଜା ଖବର : ରେଳ ଆଗକୁ ଡ଼େଇଁ ଆତ୍ମହତ୍ୟା କଲା ଯୁବତୀ

ଭଦ୍ରକ ,୨୦/୦୧/୨୦୨୦ (ଓଡ଼ିଶା ସମାଚାର)- ଜଣେ ଯୁବତୀ ଏକ ରେଳ ଆଗକୁ ଡ଼େଇଁ ଆତ୍ମହତ୍ୟା କରିଛନ୍ତି । ସମ୍ପୃକ୍ତ ଯୁବତୀ …

Leave a Reply

Your email address will not be published. Required fields are marked *