Wednesday , January 29 2020
Breaking News
Home / ନିର୍ବାଚନ / ାଟକୁରା ବିଧାନସଭା ନିର୍ବାଚନ ଗଣତି ଶେଷ – ବିଜେଡ଼ି ର ସାବିତ୍ରୀ ଅଗ୍ରୱାଲା ୧୭୬୫୫ ଭୋଟ ରେ ବିଜୟୀ

ାଟକୁରା ବିଧାନସଭା ନିର୍ବାଚନ ଗଣତି ଶେଷ – ବିଜେଡ଼ି ର ସାବିତ୍ରୀ ଅଗ୍ରୱାଲା ୧୭୬୫୫ ଭୋଟ ରେ ବିଜୟୀ

ପାଟକୁରା / ଭୁବନେଶ୍ୱର ,୨୪/୦୭/୨୦୧୯(ଓଡ଼ିଶା ସମାଚାର / ଦୀପ୍ତିରଂଜନ କାନୁନଗୋ)-ବହୁ ଚର୍ଚ୍ଚିତ ପାଟକୁରା ବିଧାନସଭା ବିର୍ବାଚନ ର ଭୋଟ ଗଣତି ଶେଷ ହୋଇଛି । ମୋଟ ୧୮ ରାଉଣ୍ଡ ଗଣତି ଶେଷ ହୋଇଛି । ସର୍ବଶେଷ ସୂଚନା ଅନୁସାରେ ବିଜୁ ଜନତା ଦଳର ସାବିତ୍ରୀ ଅଗ୍ରୱାଲା ୯୫୧୨୬ ଭୋଟ ପାଇଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦି ଭାରତୀୟ ଜନତା ଦଳର ବିଜୟ ମହାପାତ୍ରଙ୍କୁ ୭୭,୫୦୭ ଭୋଟ ମିଳିଛି । ନୋଟାରେ ୪୧୩ ଟି ଭୋଟ ପଡ଼ିଥିବାବେଳେ କଂଗ୍ରେସ ପ୍ରାର୍ଥୀ ଜୟନ୍ତ ମହାନ୍ତି ମାତ୍ର ୨,୦୯୦ ଭୋଟ ପାଇଛନ୍ତି । ସାବିତ୍ରୀ ଅଗ୍ରୱାଲ ୧୩ ଟି ବାଲଟ ଭୋଟ ପାଇଥିବାବେଳେ ବିଜୟ ମହାପାତ୍ର ୩୬ ଟି ପୋଷ୍ଟାଲ ବାଲଟ ଜରିଆରେ ଭୋଟ ପାଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ପ୍ରବାସୀ ଓଡିଆଙ୍କ ଦ୍ୱାରା ମୁମ୍ବାଇରେ “ଅଷ୍ଟପ୍ରହରୀ” ଅନୁଷ୍ଠିତ

ଯାଜପୁର,୨୮/୦୧/୨୦୨୦ (ଓଡ଼ିଶା ସମାଚାର)- ସୁଦୁର ମୁମ୍ବାଇରେ ବସବାସ କରୁଥିବା ପ୍ରବାସୀ ଓଡିଆ ମାନଙ୍କ ଦ୍ୱାରା ପତିତପାବନ ଉତ୍କଳ ସେବା ସଂସ୍ଥା …

Leave a Reply

Your email address will not be published. Required fields are marked *