Monday , February 24 2020
Home / ତାଜା ଖବର / ସ୍କୁଲ ବସ୍ ପାଚେରୀରେ ପିଟି ହୋଇ ଦୁର୍ଘଟଣା ଗ୍ରସ୍ତ

ସ୍କୁଲ ବସ୍ ପାଚେରୀରେ ପିଟି ହୋଇ ଦୁର୍ଘଟଣା ଗ୍ରସ୍ତ

ସାଲେପୁର, ୨୭/୦୧/୨୦୨୦ ( ଓଡ଼ିଶା ସମାଚାର/ ଅଭୟ ଜେନା ):କଟକ-ଚାନ୍ଦବାଲି ରାସ୍ତାର ସାଲେପୁର ସହରର ଅନତି ଦୂର ନାନ୍ଦୋଳଗଡ଼ା ଠାରେ ଥିବା ଫ୍ରିଡ଼ମ୍ ଇଣ୍ଟର ନ୍ୟାସନାଲ ସ୍କୁଲ ବସ୍ ଆଜି ଅପରାହ୍ନରେ ଛାତ୍ରଛାତ୍ରୀଙ୍କୁ ଆଣି ଆସୁଥିବା ବେଳେ ନିକଟରେ ଥିବା ସିମେଂଟଣ୍ଟ ଇଟା ଫ୍ୟାକ୍ଟ୍ରିର ଦେବାଲରେ ପିଟି ହୋଇ ରାସ୍ତା କଡ଼କୁ ଖସି ପଡ଼ିଥିଲା । ତେବେ ଏଥିରେ ଥିବା ଛାତ୍ରଛାତ୍ରୀମାନେ ସୁରକ୍ଷିତ ରହିଥିବା ବେଳେ ବସଟିର କ୍ଷତି ହୋଇଥିଲା । ରାସ୍ତା କଡ଼କୁ ଗଡ଼ିଯାଇଥିବା ବସରୁ ଛାତ୍ରଛାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ବାହାରକୁ ଅଣାଯାଇଥିଲା । ଓଡ଼ିଶା ସମାଚାର

About admin

Check Also

ନରହନ୍ତା ହାତୀ ଗୋଟିଏ ଦିନରେ ନେଲାଣି ୪ ଜୀବନ , ଘଉଡ଼ାଇବାକୁ ୧୭ ଖଣ୍ଡ ଗ୍ରାମ ବ୍ଲାକ୍ ଆଉଟ

ପିପିଲି, ୨୩/୦୨/୨୦୨୦ (ଓଡ଼ିଶା ସମାଚାର)-ପୁରୀ ଜିଲା ବଳଙ୍ଗା ଓ ପିପିଲି ଥାନା ଅଧୀନ ଅଞ୍ଚଳରେ ରବିବାର ଦନ୍ତା ଉପଦ୍ରବ ଦେଖିବାକୁ …

Leave a Reply

Your email address will not be published. Required fields are marked *