Tuesday , January 28 2020
Breaking News
Home / କ୍ରୀଡ଼ା / ସେଂଟ ଜାଭିୟର୍ସ ପବ୍ଲିକ  ସ୍କୁଲରେ ବାର୍ଷିକ କ୍ରୀଡା ଉଦଘାଟିତ

ସେଂଟ ଜାଭିୟର୍ସ ପବ୍ଲିକ  ସ୍କୁଲରେ ବାର୍ଷିକ କ୍ରୀଡା ଉଦଘାଟିତ

ଭୁବନ,୦୬/୧୨/୨୦୧୯(ଓଡ଼ିଶା ସମାଚାର)-ଭୁବନ ସେଂଟ ଜାଭିୟର୍ସ ପବ୍ଲିକ ସ୍କୁଲରେ ତୃତୀୟ ବାର୍ଷିକ କ୍ରୀଡା ଆଜି ଉଦଘାଟିତ ହୋଇଯାଇଛି । ସ୍କୁଲ ର ନିର୍ଦ୍ଧେଶକ ଜିତେନ୍ଦ୍ର କୁମାର ଦାସ  ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ଅତିରିକ୍ତ ତହସିଲଦାର  ସସ୍ମିତା ବେହେରା ମୁଖ୍ୟଅତିଥି,ଭୁବନ ବନ ବିଭାଗ ଅଧିକାରୀ ଅନୀତା ସେଠୀ,ସ୍କୁଲ ର ଉପଦେଷ୍ଟା ରବୀନ୍ଦ୍ର କୁମାର ଧୀର ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ ।  ଏଥିରେ ବରିଷ୍ଠ ଓ କନିଷ୍ଠ ବର୍ଗରେ ଚକୋଲେଟ ରେସ,ମ୍ୟାଥ ରେସ,ମାର୍ବଲ ସ୍ପୁନ,ମୁଭ ଷ୍ଟାଚୁ,ମ୍ୟୁଜିକ ଚେୟାର ଇତ୍ୟାଦି ଖେଳ ଅନୁଷ୍ଠିତ ହୋଇଥିଲା । କନିଷ୍ଠ ବିଭାଗ ଖେଳକୁ ରଶ୍ମିତା ବାରିକ ଓ  ବରିଷ୍ଠ ବିଭାଗ ଖେଳକୁ ସ୍ୱର୍ଣ୍ଣମୟୀ ସ୍ୱାଇଁ ପରିଚାଳନା କରିଥିଲେ । ସ୍କୁଲ ର ସମସ୍ତ ଶିକ୍ଷୟିତ୍ରୀ ଓ କର୍ମଚାରୀ ସକ୍ରିୟ ଅଂଶଗ୍ରହଣ ଓ ସହଯୋଗ କରିଥିଲେ ।  ଓଡ଼ିଶା ସମାଚାର

About admin

Check Also

୨ୟ ବାର୍ଷିକ ଅବଦୁଲ କରିମ ଖାନ ମେମୋରିଆଲ ଟ୍ରଫି ଫୁଟବଲ ଟୁର୍ଣ୍ଣାମେଂଟ ଉଦଯାପିତ

କେନ୍ଦ୍ରାପଡା, ୧୯/୦୧/୨୦୨୦ (ଓଡ଼ିଶା ସମାଚାର)-ଫକିରାବାଦର ଲକି ସ୍ପୋଟିଂ କ୍ଲବ ଆନୁକୁଲ୍ୟରେ କେନ୍ଦ୍ରାପଡା ସରକାରୀ ହାଇସ୍କୁଲ ଖେଳ ପଡିଆରେ ରବିବାର ସନ୍ଧ୍ୟାରେ …

Leave a Reply

Your email address will not be published. Required fields are marked *