Wednesday , December 11 2019
Home / ବିଶେଷ / ସୁନାବେଡାରେ ଛଟ୍ ପୂଜା

ସୁନାବେଡାରେ ଛଟ୍ ପୂଜା

ସୁନାବେଡ଼ା, ୦୪/୧୧/୨୦୧୯(ଓଡ଼ିଶା ସମାଚାର)- ସୁନାବେଡ଼ା ଓ ସେମିଳିଗୁଡାରେ ରହୁଥିବା ବିହାରୀ ସମାଜ ପକ୍ଷରୁ ଚାରିଦିବସୀୟ ଛଟ୍ ପୂଜା ପାଳିତ ହୋଇଯାଇଛି ।  ସୁନାବେଡ଼ା ନିକଟସ୍ଥ ମୀନ ନଦୀ ତଟସ୍ଥରେ ସୂର୍ଯ୍ୟ ଉପାସନା କରାଯାଇଥିଲା । ଏହି ପର୍ବ ବିହାରୀ ସମାଜ ପକ୍ଷରୁ ଅକ୍ଟୋବର ୩୧ ତାରିଖ ଠାରୁ ପାଳିତ ହୋଇଥିଲା । ଛଟ୍ ପୂଜା ସୂର୍ଯ୍ୟଦେବଙ୍କ ଉପାସନାର ସବୁଠାରୁ ବଡ଼ ପର୍ବ ହୋଇଥିବାବେଳେ ଷଷ୍ଠୀ ତିଥିରେ ଚାରିଦିନ ଧରି ଏହି ପୂଜାକୁ ପାଳନ କରାଯାଇଛି । ବିହାରୀ ସମାଜର ସନ୍ତୋଷ ଶର୍ମା, ରାମନାଥ ସିଂହ, କିଶନ ବିଶ୍ୱକର୍ମା, ରାଜେଶ ଶାହା, ଝୁନଝୁନ ସୋନି, ପପୁ ଗୁପ୍ତା, ବୃନ୍ଦାବନ, ଜୀବନ ଶର୍ମା ପ୍ରମୁଖ ସହଯୋଗ କରିଥିଲେ । ଓଡ଼଼ିଶା ସମାଚାର

About admin

Check Also

ଜିଲ୍ଲାରେ ପ୍ରବାସୀ ଶ୍ରମିକ ସହାୟକ ଓ ସାଧନ କେନ୍ଦ୍ର  ଉଦଘାଟିତ

୨ ମାସ ଭିତରେ ଜିଲ୍ଲାର ୧ ଲକ୍ଷ ପାଣି ପାଇପ ମିସ୍ତ୍ରୀଙ୍କ ପଞ୍ଜୀକରଣ ହେବ-ମନ୍ତ୍ରୀ  କେନ୍ଦ୍ରାପଡା,୧୦/୧୨/୨୦୧୯(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲ୍ଲାରେ ପ୍ରବାସୀ …

Leave a Reply

Your email address will not be published. Required fields are marked *