Saturday , February 29 2020
Breaking News
Home / ବିଶେଷ / ସାଢ଼େ ୩ ଲକ୍ଷ କର୍ମଚାରୀ ପାଇବେ୧୦ ପ୍ରତିଶତ ବକେୟା ଦରମା

ସାଢ଼େ ୩ ଲକ୍ଷ କର୍ମଚାରୀ ପାଇବେ୧୦ ପ୍ରତିଶତ ବକେୟା ଦରମା

ଭୁବନେଶ୍ୱର,୧୫/୦୨/୨୦୨୦ (ଓଡ଼ିଶା ସମାଚାର)- ରାଜ୍ୟ ସରକାର ଗୁରୁବାର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର ଆଣିଛନ୍ତି ।୨୦୧୬ ଜାନୁଆରି ୧ ତାରିଖ ଠାରୁ ସପ୍ତମବେତନ ଲାଗୁ ହେବା ପରେ କର୍ମଚାରୀମାନଙ୍କୁ ବକେୟା ଦରମାର ୧୦ ପ୍ରତିଶତ ଦେବାକୁ ଘୋଷଣା କରିଛନ୍ତି । ରାଜ୍ୟ ସରକାରଙ୍କ ଏହି ଘୋଷଣାରୁ ପ୍ରାୟ ସାଢ଼େ ୩ ଲକ୍ଷ ସରକାରୀ କର୍ମଚାରୀ ଉପକୃତ ହେବେ । ରାଜ୍ୟ ସରକାରପୂର୍ବରୁ ନିଷ୍ପତିି ନେଇଛନ୍ତି କି ଆର୍ଥିକ ବର୍ଷ୨୦୧୭-୧୮ ଓ ୨୦୧୮-୧୯ ପାଇଁ ପେନସନ୍ ଭୋଗୀଙ୍କ ଶତ ପ୍ରତିଶତ ବକେୟାଦେବେ । ସେହିଭଳି ୪୦ ପ୍ରତିଶତ କର୍ମଚାରୀ ସେମାନଙ୍କ ବକେୟା ପାଇବେ । ଓଡ଼ିଶା ସମାଚାର

About admin

Check Also

ଓଡ଼ିଆରେ ସରକାରୀ  ‌ କାର୍ଯ୍ୟ – ମାର୍ଚ୍ଚ ୨୩ରୁ ଦ୍ୱିତୀୟ ପର୍ଯ୍ୟାୟ ପ୍ରଶିକ୍ଷଣ

ଭୁବନେଶ୍ୱର ,୨୯/୦୨/୨୦୨୦ (ଓଡ଼ିଶା ସମାଚାର)-ଶୁଦ୍ଧ ଓଡ଼ିଆରେ ହେବ ସରକାରୀ  ‌ କାର୍ଯ୍ୟ । ସଂକ୍ଷେପରେ ଶବ୍ଦ ଲେଖାଯିବ। ଶୁଦ୍ଧ ବ୍ୟାକରଣ …

Leave a Reply

Your email address will not be published. Required fields are marked *