Saturday , February 29 2020
Breaking News
Home / ରାଜନୀତି / ସମୀର ମହାନ୍ତି ରାଜ୍ୟ ବିଜେପି ସଭାପତି ହେଲେ

ସମୀର ମହାନ୍ତି ରାଜ୍ୟ ବିଜେପି ସଭାପତି ହେଲେ

ଭୁବନେଶ୍ୱର ,୧୬/୦୧/୨୦୨୦ (ଓଡ଼ିଶା ସମାଚାର)- ସମୀର ମହାନ୍ତି ରାଜ୍ୟ ବିଜେପି ସଭାପତି ହେଲେ । ସହମତି ଭିତିରେ ସେ ରାଜ୍ୟ ବିଜେପି ସଭାପତି ହୋଇଥିଲେ ମଧ୍ୟ ଔପଚାରିକଭାବେ ଘୋଷଣା ବାକି ରହିଛି । ୨୦୧୬ ରୁ ସେ ରାଜ୍ୟ ବିଜେପି ର ଉପସଭାପତି ଥିଲେ । ୧୯୯୫ ରେ ଚାକିରୀ ଛାଡ଼ି ସେ ବିଜେପି ରେ ଯୋଗ ଦେଇଥିଲେ । ଓଡ଼ିଶା ସମାଚାର

About admin

Check Also

କୋରୋ ପଂଚାୟତ ବିଜେଡି ସଭାପତିଙ୍କୁ ସ୍ୱାଗତ

କେନ୍ଦ୍ରାପଡା ୨୬/୦୨/୨୦୨୦ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କୋରୋ ଗ୍ରାମ ପଂଚାୟତର ବିଜେଡି ସଭାପତି ଭାବେ ଯୁବନେତା ଅଶୋକ କୁମାର …

Leave a Reply

Your email address will not be published. Required fields are marked *