Sunday , February 23 2020
Breaking News
Home / ତାଜା ଖବର / ସଂକ୍ଷେପରେ ତାଜା ଖବର : ୭ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ – ଅଭିଯୁକ୍ତ ଗିରଫ

ସଂକ୍ଷେପରେ ତାଜା ଖବର : ୭ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ – ଅଭିଯୁକ୍ତ ଗିରଫ

ବ୍ରଜରାଜନଗର,୦୮/୧୦/୨୦୧୯ (ଓଡ଼ିଶା ସମାଚାର)- ଜଣେ ୭ ବର୍ଷର ନାବାଳିକାକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ମିଳିଥିବା ତାଜା ସୂଚନା ଅନୁସାରେ ବ୍ରଜରାଜନଗର ଥାନା ଅଂଚଳରେ ଏହି ଘଟଣା ଘଟିଛି । ଆକାଶ କୁମରା ନାମକ ଜଣେ ଯୁବକ ଏକ ୭ ବର୍ଷର ନାବାଳିକାକୁ ପିଜୁଳି ଦେବାକୁ କହି ଦୁଷ୍କର୍ମ କରିଥିଲା । ନାବାଳିକା ଟି ଘରେ ଆସି ସବୁ କଥା କହିବା ପରେ ପରିବାର ଲୋକେ ବ୍ରଜରାଜନଗର ଥାନାରେ ଅଭିଯୋଗ କରିଥିଲେ । ପୋଲିସ୍ ଅଭିଯୁକ୍ତ ଆକାଶ କୁ ଗିରଡଫ କରିଛି । ପୋଲିସ୍ ପକ୍ସୋ ଆଇନ ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । ଓଡ଼ିଶା ସମାଚାର

About admin

Check Also

ରାସ୍ତା ଦୂର୍ଘଟଣାରେ ଅତିରିକ୍ତ ତହସିଲଦାର ଗୁରୁତର ଆହତ

  କେନ୍ଦ୍ରାପଡା ୨୧/୦୨/୨୦୨୦ (ଓଡ଼ିଶା ସମାଚାର)- ୫ନମ୍ବର (କ) ଜାତୀୟ ରାଜପଥର ଗୋପଛକ ନିକଟରେ ଶୁକ୍ରବାର ସନ୍ଧ୍ୟାରେ ଏକ ରାସ୍ତା …

Leave a Reply

Your email address will not be published. Required fields are marked *