Monday , December 16 2019
Breaking News
Home / ତାଜା ଖବର / ସଂକ୍ଷେପରେ ତାଜା ଖବର :  ହୃଦାଘାତରେ ପର୍ଯ୍ୟଟକଙ୍କର  ମୃତ୍ୟୁ

ସଂକ୍ଷେପରେ ତାଜା ଖବର :  ହୃଦାଘାତରେ ପର୍ଯ୍ୟଟକଙ୍କର  ମୃତ୍ୟୁ

 

ପୁରୀ ,୨୧/୧୧/୨୦୧୯(ଓଡ଼ିଶା ସମାଚାର)- ଆଜି ଶ୍ରୀ ମନ୍ଦିରକୁ ଜଗତର ନାଥ ଙ୍କୁ ଦର୍ଶନ କରିବାକୁ ଆସିଥିବା ଜଣେ ପର୍ଯ୍ୟଟକଙ୍କର ହୃଦାଘାତରେ ଅକାଳ ମୃତ୍ୟୁ ହୋଇଛି । ମିଳିଥିବା ତାଜା ସୂଚନା ଅନୁସାରେ ମଧ୍ୟ ପ୍ରଦେଶର ଅନୁରତ ସିଂ (୬୭) ନାମକ ଜଣେ ପର୍ଯ୍ୟଟକ ତାଙ୍କ ପରିବାର ସହିତ ପୁରୀ ଆସିଥିଲେ ।  ଶ୍ରୀ ମନ୍ଦିର ଯାଇ ଶ୍ରୀ ଜୀଉଙ୍କୁ ଦର୍ଶନ କରିବା ବେଳେ ହଠାତ ସେ ଅସୁସ୍ଥ ଅନୁଭବ କରିଥିଲେ । ତାଙ୍କୁ ତୁରନ୍ତ ପୁରୀ ଜିଲା ହସପିଟାଲକୁ ନିଆଯାଇଥିଲା । ହେଲେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।  ଓଡ଼ିଶା ସମାଚାର

About admin

Check Also

ସଂକ୍ଷେପରେ ତାଜା ଖବର : କଲେଜ ଛାତ୍ରୀଙ୍କୁ ଗଳାକାଟି ହତ୍ୟା ଘଟଣାର ପର୍ଦ୍ଦାଫାସ – ହତ୍ୟାକାରୀ ଭାଉଜ ଗିରଫ

ଟାଙ୍ଗୀ,୧୫/୧୨/୨୦୧୯(ଓଡ଼ିଶା ସମାଚାର)- ବାଲୁଗାଁ ଥାନା ଗଙ୍ଗାନଗର ଅଂଚଳରେ ଜଣେ କଲେଜ ଛାତ୍ରୀଙ୍କୁ ଗଳାକାଟି ହତ୍ୟା ଘଟଣାର ପର୍ଦ୍ଦାଫାସ ହୋଇଛି । …

Leave a Reply

Your email address will not be published. Required fields are marked *