Tuesday , August 20 2019
Breaking News
Home / ତାଜା ଖବର / ସଂକ୍ଷେପରେ ତାଜା ଖବର : ଶ୍ୱଶୁରଙ୍କ ଛୁରା ମାଡ଼ରେ ଜ୍ୱାଇଁ ଗୁରୁତର ଆହତ

ସଂକ୍ଷେପରେ ତାଜା ଖବର : ଶ୍ୱଶୁରଙ୍କ ଛୁରା ମାଡ଼ରେ ଜ୍ୱାଇଁ ଗୁରୁତର ଆହତ

ଦିଗପହଣ୍ଡି, ୧୯/୦୭/୨୦୧୯ (ଓଡ଼ିଶା ସମାଚାର)- ଶ୍ୱଶୁରଙ୍କ ଛୁରା ମାଡ଼ରେ ଜ୍ୱାଇଁ ଗୁରୁତର ଆହତ । ମିଳିଥିବା ତାଜା ସୂଚନା ଅନୁସାରେ କଲ୍ୟାଣପୁର ଗାଁର ସଂଜୟ ଗୌଡ଼ ତାଙ୍କ ଶ୍ୱଶୁରଙ୍କ ଛୁରା ମାଡ଼ରେ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ଏମକେସିଜି ମେଡ଼ିକାଲ ରେ ଭର୍ତି କରାଯାଇଛି । ଏକ ପ୍ରେମ ବ୍ୟାପାରରେ ଶ୍ୱଶୁର ଜ୍ୱାଇଁ ଙ୍କର ସମ୍ପର୍କ ଭଲ ନଥିଲା । ତେଣୁ ଶ୍ୱଶୁର ଜ୍ୱାଇଁଙ୍କୁ ଛୁରା ମାଡ଼ କରିଛନ୍ତି । ପୋଲିସ୍ ଘଟଣାର ତଦନ୍ତ କରୁଛି । ଓଡ଼ିଶା ସମାଚାର

About admin

Check Also

ଅଲଟୋ କାର ମୋଟର ସାଇକେଲକୁ ପଛପଟୁ ଧକ୍କା ଦେବା ଫଳରେ ଜଣକର ମୃତ୍ୟୁ ଜଣେ ଗୁରୁତର

ସାଲେପୁର,୧୯/୦୮/୨୦୧୯(ଓଡ଼ିଶା ସମାଚାର/ ଅଭୟ ଜେନା)- କଟକ-ସାଲେପୁର ରାସ୍ତାର ନାନ୍ଦୋଳଗଡ଼ା ନିକଟରେ ଏକ ଅଲଟୋ କାର୍ ମୋଟରସାଇକେଲକୁ ପଛପଟୁ ଧକ୍କା ଦେବା …

Leave a Reply

Your email address will not be published. Required fields are marked *