Monday , February 24 2020
Home / ତାଜା ଖବର / ସଂକ୍ଷେପରେ ତାଜା ଖବର : ରେଳ ଆଗକୁ ଡ଼େଇଁ ଆତ୍ମହତ୍ୟା କଲା ଯୁବତୀ

ସଂକ୍ଷେପରେ ତାଜା ଖବର : ରେଳ ଆଗକୁ ଡ଼େଇଁ ଆତ୍ମହତ୍ୟା କଲା ଯୁବତୀ

ଭଦ୍ରକ ,୨୦/୦୧/୨୦୨୦ (ଓଡ଼ିଶା ସମାଚାର)- ଜଣେ ଯୁବତୀ ଏକ ରେଳ ଆଗକୁ ଡ଼େଇଁ ଆତ୍ମହତ୍ୟା କରିଛନ୍ତି । ସମ୍ପୃକ୍ତ ଯୁବତୀ ହେଉଛନ୍ତି ଯୁକ୍ତ ୩ ର ଛାତ୍ରୀ ସଙ୍ଗୀତା ପଲେଇ । ସେ ବହୁତ ସମୟରେ ଟିକଟକ୍ ଭିଡ଼ିଓ କରୁଥିବାରୁ ମା ଗାଳିଦେଇଥିଲେ । ପରେ ସେ ଏଭଳି କାର୍ଯ୍ୟ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ନରହନ୍ତା ହାତୀ ଗୋଟିଏ ଦିନରେ ନେଲାଣି ୪ ଜୀବନ , ଘଉଡ଼ାଇବାକୁ ୧୭ ଖଣ୍ଡ ଗ୍ରାମ ବ୍ଲାକ୍ ଆଉଟ

ପିପିଲି, ୨୩/୦୨/୨୦୨୦ (ଓଡ଼ିଶା ସମାଚାର)-ପୁରୀ ଜିଲା ବଳଙ୍ଗା ଓ ପିପିଲି ଥାନା ଅଧୀନ ଅଞ୍ଚଳରେ ରବିବାର ଦନ୍ତା ଉପଦ୍ରବ ଦେଖିବାକୁ …

Leave a Reply

Your email address will not be published. Required fields are marked *