Saturday , February 29 2020
Breaking News
Home / ତାଜା ଖବର / ସଂକ୍ଷେପରେ ତାଜା ଖବର : ରାଜନୈତିକ ଶତୃତାରୁ ବାଙ୍କି ରେ ଡ଼ବଲ ମର୍ଡ଼ର

ସଂକ୍ଷେପରେ ତାଜା ଖବର : ରାଜନୈତିକ ଶତୃତାରୁ ବାଙ୍କି ରେ ଡ଼ବଲ ମର୍ଡ଼ର

ବାଙ୍କି ,୧୫/୦୨/୨୦୨୦ (ଓଡ଼ିଶା ସମାଚାର)- ବାଙ୍କି ରେ ଡ଼ବଲ ମର୍ଡ଼ର । ରାଜନୈତିକ ଶତୃତାରୁ ବୈଦେଶ୍ୱର ଥାନା ଅନ୍ତର୍ଗତ ଖଜୁରୀପଦା ନୂଆଗାଁ ସରପଂଚ ଙ୍କ ସ୍ୱାମୀ ଓ ତାଙ୍କ ସହଯୋଗୀଙ୍କୁ ହତ୍ୟା କରାଯାଇଛି । ମିଳିଥିବା ତାଜା ସୂଚନା ଅନୁସାରେ ଖଜୁରୀପଦା ନୂଆଗାଁ ସରପଂଚ ଙ୍କ ସ୍ୱାମୀ ଭଗବାନ ସ୍ୱାଇଁ ଓ ତାଙ୍କ ସହଯୋଗୀ ଆଦିତ୍ୟ ରଣସିଂହ ପଂଚାୟତ କାର୍ଯ୍ୟାଳୟରୁ ଏକ ବୈଠକ ସାରି ଫେରୁଥିବାବେଳେ ଦୁର୍ବୃତମାନେ ତାଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଥିଲେ । ଗୁରୁତର ଅବସ୍ଥାରେ ଉଭୟଙ୍କୁ ହସପିଟାଲ ରେ ଭର୍ତି କରାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ଦୁହିଁଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି । ଓଡ଼ିଶା ସମାଚାର

About admin

Check Also

ଟ୍ରାକ୍ଟର ଓଲଟି ୨ ମୃତ

ପଟାଙ୍ଗି, ୨୯/୦୨/୨୦୨୦(ଓଡ଼ିଶା ସମାଚାର)-  କୋରାପୁଟ ଜିଲା ପଟାଙ୍ଗି ବ୍ଲକ ସ୍ଥିତ ବିବାଦୀୟ କୋଟିଆ ଗ୍ରାମରେ  ଏକ ଟ୍ରାକ୍ଟର ଓଲଟି ଦୁଇ …

Leave a Reply

Your email address will not be published. Required fields are marked *