Monday , February 24 2020
Home / ତାଜା ଖବର / ସଂକ୍ଷେପରେ ତାଜା ଖବର : ରାଜଧାନୀ ରେ ଅଗ୍ନୀକାଣ୍ଡ

ସଂକ୍ଷେପରେ ତାଜା ଖବର : ରାଜଧାନୀ ରେ ଅଗ୍ନୀକାଣ୍ଡ

ଭୁବନେଶ୍ୱର ,୨୪/୦୧/୨୦୨୦ (ଓଡ଼ିଶା ସମାଚାର)- ରାଜଧାନୀର ହୃତପିଣ୍ଡ କୁହାଯାଉଥିବା କଳ୍ପନା ଛକ ଅଂଚଳରେ ଥିବା ଫଳ ମାର୍କେଟରେ ଗତକାଲି ବିଳମ୍ବିତ ରାତିରେ ଅଗ୍ନୀକାଣ୍ଡ ଘଟି ପ୍ରାୟ ୨୦ ରୁ ଅଧିକ ଫଳ ଦୋକାନ ର ପୋଡ଼ି ଯିବା ସହିତ କିଛି ବ୍ୟକ୍ତି ଆହତ ହୋଇଥିବା ସୂଚନା ମିଳିଛି । ଓଡ଼ିଶା ସମାଚାର

About admin

Check Also

ନରହନ୍ତା ହାତୀ ଗୋଟିଏ ଦିନରେ ନେଲାଣି ୪ ଜୀବନ , ଘଉଡ଼ାଇବାକୁ ୧୭ ଖଣ୍ଡ ଗ୍ରାମ ବ୍ଲାକ୍ ଆଉଟ

ପିପିଲି, ୨୩/୦୨/୨୦୨୦ (ଓଡ଼ିଶା ସମାଚାର)-ପୁରୀ ଜିଲା ବଳଙ୍ଗା ଓ ପିପିଲି ଥାନା ଅଧୀନ ଅଞ୍ଚଳରେ ରବିବାର ଦନ୍ତା ଉପଦ୍ରବ ଦେଖିବାକୁ …

Leave a Reply

Your email address will not be published. Required fields are marked *