Saturday , February 29 2020
Breaking News
Home / ତାଜା ଖବର / ସଂକ୍ଷେପରେ ତାଜା ଖବର : ଯାତ୍ରିବାହୀ ବସ ଦୁର୍ଘଟରାଗ୍ରସ୍ତ- ୨ ମୃତ, ୧୫ ରୁ ଅଧିକ ଆହତ

ସଂକ୍ଷେପରେ ତାଜା ଖବର : ଯାତ୍ରିବାହୀ ବସ ଦୁର୍ଘଟରାଗ୍ରସ୍ତ- ୨ ମୃତ, ୧୫ ରୁ ଅଧିକ ଆହତ

ନବରଙ୍ଗପୁର ,୧୫/୦୨/୨୦୨୦ (ଓଡ଼ିଶା ସମାଚାର)- ପାପଡ଼ାହାଣ୍ଡି ଠାରେ ଜଇପୁର ରୁ ଚନ୍ଦାହାଣ୍ଡି ଯାଉଥିବା ଏକ ଯାତ୍ରିବାହୀ ବସ ଆଗକୁ ଏକ ଗାଇ ପସିଆସିବା ଫଳରେ ବସ ଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୨ ଜଣ ଯାତ୍ରୀ ଙ୍କର ମୃତ୍ୟୁ ହେବା ସହିତ ୧୫ ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ବସ ତଳୁ ୨ ଜଣ ଯାତ୍ରୀ ଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ଆହତ ମାନଙ୍କୁ ଚିକିତ୍ସା ପାଇଁ ହସପିଟାଲ ରେ ଭର୍ତି କରାଯାଇଛି । ଦମକଳ ବାହିନୀ , ଓଡ଼୍ରାଫ ଦଳ ଓ ପୋଲିସ ପହଂଚି ଉଦ୍ଧାର କାର୍ଯ୍ୟ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଟ୍ରାକ୍ଟର ଓଲଟି ୨ ମୃତ

ପଟାଙ୍ଗି, ୨୯/୦୨/୨୦୨୦(ଓଡ଼ିଶା ସମାଚାର)-  କୋରାପୁଟ ଜିଲା ପଟାଙ୍ଗି ବ୍ଲକ ସ୍ଥିତ ବିବାଦୀୟ କୋଟିଆ ଗ୍ରାମରେ  ଏକ ଟ୍ରାକ୍ଟର ଓଲଟି ଦୁଇ …

Leave a Reply

Your email address will not be published. Required fields are marked *