Monday , December 16 2019
Breaking News
Home / ତାଜା ଖବର / ସଂକ୍ଷେପରେ ତାଜା ଖବର : ମୁନିଗୁଡ଼ାରେ ମାଓକ୍ୟାମ୍ପ ଠାବ

ସଂକ୍ଷେପରେ ତାଜା ଖବର : ମୁନିଗୁଡ଼ାରେ ମାଓକ୍ୟାମ୍ପ ଠାବ

ମୁନିଗୁଡ଼ା ,୧୪/୧୧/୨୦୧୯(ଓଡ଼ିଶା ସମାଚାର)- ଡ଼ିଭିଏଫ ଓ ଏସଓଜି ମିଳିତ କମ୍ବିଂ କରିବା ବେଳେ କାକାମାକା ଜଙ୍ଗଲରେ ମାଓକ୍ୟାମ୍ପ ଠାବ କରାଯାଇଛି । ମାଓ କ୍ୟାମ୍ପ ରେ ଲ୍ୟାଣ୍ଡମାଇନ୍,ଔଷଧ, ଖାଦ୍ୟ ଦ୍ରବ୍ୟ, ପୋଷକ ଆଦି ଜବତ କରାଯାଇଛି । ଲ୍ୟାଣ୍ଡମାଇନକୁ ଡ଼ିଭିଏଫ ଓ ଏସଓଜି ନିସ୍କ୍ରିୟ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ସଂକ୍ଷେପରେ ତାଜା ଖବର : କଲେଜ ଛାତ୍ରୀଙ୍କୁ ଗଳାକାଟି ହତ୍ୟା ଘଟଣାର ପର୍ଦ୍ଦାଫାସ – ହତ୍ୟାକାରୀ ଭାଉଜ ଗିରଫ

ଟାଙ୍ଗୀ,୧୫/୧୨/୨୦୧୯(ଓଡ଼ିଶା ସମାଚାର)- ବାଲୁଗାଁ ଥାନା ଗଙ୍ଗାନଗର ଅଂଚଳରେ ଜଣେ କଲେଜ ଛାତ୍ରୀଙ୍କୁ ଗଳାକାଟି ହତ୍ୟା ଘଟଣାର ପର୍ଦ୍ଦାଫାସ ହୋଇଛି । …

Leave a Reply

Your email address will not be published. Required fields are marked *