Friday , February 28 2020
Breaking News
Home / ବିଶେଷ / ସଂକ୍ଷେପରେ ତାଜା ଖବର : ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଓଲଟିଲା ବସ – ୩୦ ଯାତ୍ରୀ ଆହତ, ୧୦ ଗୁରୁତର

ସଂକ୍ଷେପରେ ତାଜା ଖବର : ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଓଲଟିଲା ବସ – ୩୦ ଯାତ୍ରୀ ଆହତ, ୧୦ ଗୁରୁତର

ଜଗତସିଂହପୁର ,୨୪/୦୧/୨୦୨୦ (ଓଡ଼ିଶା ସମାଚାର)- ଜଗତସିଂହପୁର ରୁ ପାରାଦ୍ୱୀପ ଯାଉଥିବା ଏକ ଯାତ୍ରିବାହୀ ବସ ଭାରସାମ୍ୟ ହରାଇ ଡ଼ିଆରଡ଼ିଏ ଅଫିସ (ସଅଁରା) ଛକ ନିକଟରେ ରାସ୍ତା କଡ଼କୁ ଓଲଟି ପଡ଼ିବା ଫଳରେ ବସ ରେ ଥିବା ୩୦ ରୁ ଅଧିକ ଯାତ୍ରୀ ଆହତ ହୋଇଥିବାବେଳେ ୧୦ ଜଣ ଗୁରୁତର ଆହତ ଥିବା ଖବର ମିଳିଛି । ଆହତ ମାନଙ୍କୁ ଜଗତସିଂହପୁର ଜିଲା ହସପିଟାଲ ରେ ଭର୍ତି କରାଯାଇଛି । ଓଡ଼ିଶା ସମାଚାର

About admin

Check Also

ମାର୍ଚ୍ଚ ପହିଲାରୁ ଗାଡ଼ି ଯାଞ୍ଚ କଡ଼ାକଡ଼ି ହେବ

ଭୁବନେଶ୍ୱର ,୨୮/୦୨/୨୦୨୦ (ଓଡ଼ିଶା ସମାଚାର)- ଲୋକଙ୍କୁ ଯଥେଷ୍ଟ ସମୟ ଦିଆଯାଇଛି, ଆଉ ବହୁ ସଂଖ୍ୟାରେ ଲୋକେ ଇତିମଧ୍ୟରେ ନିଜ ଗାଡ଼ିର …

Leave a Reply

Your email address will not be published. Required fields are marked *