Sunday , January 26 2020
Breaking News
Home / ତାଜା ଖବର / ସଂକ୍ଷେପରେ ତାଜା ଖବର : ବ୍ରଜରାଜନଗର ରେ ପୋଲିସ ର ଏନକାଉଂଟର – ଅପରାଧୀ ବିନୋଦ ପ୍ରସାଦ ଆହତ

ସଂକ୍ଷେପରେ ତାଜା ଖବର : ବ୍ରଜରାଜନଗର ରେ ପୋଲିସ ର ଏନକାଉଂଟର – ଅପରାଧୀ ବିନୋଦ ପ୍ରସାଦ ଆହତ

ଝାରସୁଗୁଡ଼ା,୧୪/୦୯/୨୦୧୯(ଓଡ଼ିଶା ସମାଚାର)- ବ୍ରଜରାଜନଗର ରେ ପୋଲିସ ର ଏନକାଉଂଟର ହୋଇଛି । ଏହି ଏନକାଉଂଟରରେ ଅପରାଧୀ ବିନୋଦ ପ୍ରସାଦ ଆହତ ହୋଇଛି । ତା ଡ଼ାହାଣ ଗୋଡ଼ରେ ଗୁଳି ବାଜିଛି । ଆହତ ବିନୋଦ କୁ ଚିକିତ୍ସା ପାଇଁ ଜିଲା ମୁଖ୍ୟ ହସପିଟାଲ ରେ ଭର୍ତି କରାଯାଇଛି । ଆହତ ଅପରାଧୀ ବିନୋଦ ପ୍ରସାଦ ହେଉଛି ଅପରାଧୀ ସୋନୁ ଘୋଷ ର ସହଯୋଗୀ । ଅମିତ ଧଳ ହତ୍ୟାକାଣ୍ଡ ରେ ସମ୍ପୃକ୍ତ ଥିଲା । ଛୁଆଳିବେରନା ଠାରେ ଏହି ଏନକାଉଂଟର ହୋଇଛି । ସେ ଜଣେ କୋଲ ମାଫିଆ । ତା ନାମରେ ବହୁ ଅପରାଧୀକ ମାମଲା ରହିଛି । ଗତକାଲି ବିଳମ୍ବିତ ରାତିରେ ଏହି ଏନକାଉଂଟର ହୋଇଛି । ଓଡ଼ିଶା ସମାଚାର

About admin

Check Also

ଗୁଳିମାଡରେ ମହିଳା ଗୁରୁତର,କଟକ ସ୍ଥାନାନ୍ତର

କେନ୍ଦ୍ରାପଡା, ୨୧/୦୧/୨୦୨୦ (ଓଡ଼ିଶା ସମାଚାର)-ବନ୍ଧୁକ ଗୁଳି ମାଡରେ ଜନୈକା ମହିଳା ଗୁରୁତର ଆହତ  ହୋଇ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ …

Leave a Reply

Your email address will not be published. Required fields are marked *