Tuesday , January 28 2020
Breaking News
Home / ତାଜା ଖବର / ସଂକ୍ଷେପରେ ତାଜା ଖବର : ବିଧାୟକଙ୍କ ଗାଡ଼ି ପୋଡ଼ି

ସଂକ୍ଷେପରେ ତାଜା ଖବର : ବିଧାୟକଙ୍କ ଗାଡ଼ି ପୋଡ଼ି

ଭୁବନେଶ୍ୱର ,୦୮/୧୨/୨୦୧୯(ଓଡ଼ିଶା ସମାଚାର)- ବିଧାୟକଙ୍କ ଗାଡ଼ି ପୋଡ଼ିଲେ ଦୁର୍ବୃତ । ତାଳଚେର ବିଧାୟକ ବ୍ରଜ ପ୍ରଧାନଙ୍କ ଭରତପୁର କ୍ୟାମ୍ପରେ ଏକ କାର ଓ ଏକ ଆମ୍ବୁଲାନ୍ସକୁ ଦୁର୍ବୃତ ନିଆଁ ଲଗାଇଦେଇଛନ୍ତି । ପୋଲିସ୍ ପହଂଚି ତଦନ୍ତ କରୁଛି ତେବେ କାରଣ ଜଣାପଡ଼ିନାହିଁ । ଓଡ଼ିଶା ସମାଚାର

About admin

Check Also

ଗାଡ଼ି ଧକାରେ ଜଣେ ମୃତ

ଭବାନୀ ପାଟଣା, ୨୭/୦୧/୨୦୨୦ (ଓଡ଼ିଶା ସମାଚାର)- ସାଙ୍ଗମାନଙ୍କ ସହ ମିଶି ଶୌଚ ହେବାକୁ ନିକଟସ୍ଥ ପାଖରୀକୁ ଜଣେ ଯୁବକ ଯାଉଥିବା …

Leave a Reply

Your email address will not be published. Required fields are marked *