Tuesday , February 25 2020
Breaking News
Home / ତାଜା ଖବର / ସଂକ୍ଷେପରେ ତାଜା ଖବର – ବସ ଟ୍ରାଜେଡ଼ି : ବସ ଡ଼୍ରାଇଭର ଗିରଫ

ସଂକ୍ଷେପରେ ତାଜା ଖବର – ବସ ଟ୍ରାଜେଡ଼ି : ବସ ଡ଼୍ରାଇଭର ଗିରଫ

ବ୍ରହ୍ମପୁର ,୧୧/୦୨/୨୦୨୦ (ଓଡ଼ିଶା ସମାଚାର)- ବସ ରେ ୧୧ କେଭି ବିଦ୍ୟୁତ ତାର ଲାଗି ୧୦ ଜଣ ମୃତ୍ୟୁ ବରଣ କରିବା ଘଟଣା ରେ ସମ୍ପୃକ୍ତ ବସ ର ଡ଼୍ରାଇଭର ଗଗନ ନାୟକଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ବସ ର ହେଲପର ବର୍ତମାନ ସୁଦ୍ଧା ଫେରାର ଥିବା ଜଣାଯାଇଛି । ଓଡ଼ିଶା ସମାଚାର

About admin

Check Also

ସିଆରପିଏଫ ଯବାନଙ୍କ ଆତ୍ମହତ୍ୟା ଉଦ୍ୟମ

ରାୟଗଡ଼ା,୨୫/୦୨/୨୦୨୦(ଓଡ଼ିଶା ସମାଚାର)-ମାନସିକ ଅବସାଦ ଗ୍ରସ୍ତହୋଇ ଜଣେ ସିଆରପିଏଫ ଯବାନ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସ୍ଥାନୀୟ ସିଆରପିଏଫ ଚତୁର୍ଥ ବାଟାଲିୟନ ରେ …

Leave a Reply

Your email address will not be published. Required fields are marked *