Thursday , November 14 2019
Breaking News
Home / ତାଜା ଖବର / ସଂକ୍ଷେପରେ ତାଜା ଖବର : ବନ୍ଧୁକ ମୁନରେ ୧୧ଲକ୍ଷ ୩୫ ହଜାର ଭତା ଟଙ୍କା ଲୁଟ୍ 

ସଂକ୍ଷେପରେ ତାଜା ଖବର : ବନ୍ଧୁକ ମୁନରେ ୧୧ଲକ୍ଷ ୩୫ ହଜାର ଭତା ଟଙ୍କା ଲୁଟ୍ 

 ରାଉରକେଲା,୧୫/୧୦/୨୦୧୯ ( ଓଡ଼ିଶା ସମାଚାର)- ବନ୍ଧୁକ ମୁନରେ ୧୧ଲକ୍ଷ ୩୫ ହଜାର ଭତା ଟଙ୍କା ଲୁଟ୍ ହୋଇଛି । ମିଳିଥିବା ତାଜା ସୂଚନା ଅନୁସାରେ କୁଆଁରମୁଣ୍ଣା ପଂଚାୟତ କାର୍ଯ୍ୟାଳୟ ନିକଟରେ ଏହି ଲୁଟ ହୋଇଛି । ୫ ଜଣ ଦୁର୍ବୃତ ୩ ଟି ବାଇକ୍ ରେ ଆସି ବନ୍ଧୁକ ଦେଖାଇ ଭତା ଟଙ୍କା ଲୁଟି ନେଇଛନ୍ତି । ଦୁର୍ବୃତଙ୍କ ମାଡ଼ରେ କ୍ୟରସ ଭ୍ୟାନ୍ ର ସୁରକ୍ଷା କର୍ମୀ ଆହତ ହୋଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ସଂକ୍ଷେପରେ ତାଜା ଖବର : ଗୁଣି ଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା କରି ମୁଣ୍ଡ କାଟିନେଲେ

ଗଜପତି ,୧୩/୧୧/୨୦୧୯(ଓଡ଼ିଶା ସମାଚାର)- ଗୁଣି ଗାରେଡ଼ି ସନ୍ଦେହରେ ଜଣେ ବୃଦ୍ଧଙ୍କୁ ହତ୍ୟା କରି ମୁଣ୍ଡ କାଟିନେଲେ ଦୁର୍ବୃତ । ଏପରି …

Leave a Reply

Your email address will not be published. Required fields are marked *