Monday , December 9 2019
Home / ତାଜା ଖବର / ସଂକ୍ଷେପରେ ତାଜା ଖବର : ବନ୍ଦ ଘରୁ ମହିଳାଙ୍କ ଗଳିତ ମୃତ ଦେହ ଉଦ୍ଧାର, ଶିଶୁ ପୁତ୍ରକୁ ନେଇ ସ୍ୱାମୀ ଫେରାର

ସଂକ୍ଷେପରେ ତାଜା ଖବର : ବନ୍ଦ ଘରୁ ମହିଳାଙ୍କ ଗଳିତ ମୃତ ଦେହ ଉଦ୍ଧାର, ଶିଶୁ ପୁତ୍ରକୁ ନେଇ ସ୍ୱାମୀ ଫେରାର

ସମ୍ବଲପୁର ,୧୫/୧୧/୨୦୧୯(ଓଡ଼ିଶା ସମାଚାର)-ସମ୍ବଲପୁର ସହରର ମୁଦିପଡ଼ାର ଏକ ବନ୍ଦ ଘର ମଧ୍ୟରୁ ଗତକାଲି ଦୁର୍ଗନ୍ଧ ବାହାରୁଥିଲା । ଗତକାଲି ପୁଲିସ୍ ସେଠାରେ ପହଂଚି କିଛି ଅଘଟଣ ଆଶଙ୍କା କରି ଆଜି ସକାଳେ ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତିରେ ଘର ଖୋଲାଯାଇ ମହିଳାଙ୍କ ଗଳିତ ମୃତ ଦେହ ଉଦ୍ଧାର କରାଯାଇଥିବାବେଳେ ୪ ବର୍ଷର ଶିଶୁ ପୁତ୍ରକୁ ନେଇ ସ୍ୱାମୀ ଫେରାର ହୋଇଯାଇଛି । ଏହି ଘରେ ସମ୍ପୃକ୍ତ ପରିବାର ଭଡ଼ାରେ ରହୁଥିଲେ ଏବଂ ୩ / ୪ ଦିନ ହେଲା ଘର ବନ୍ଦ ଥିଲା । ସାଇଂଟିଫିକ୍ ଟିମ୍ ସହିତ ପୋଲିସ୍ ତଦନ୍ତ କରୁଛି । ଓଡ଼ିଶା ସମାଚାର

About admin

Check Also

ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ଜବତ ଜଣେ ଗିରଫ

ଜଗତସିଂହପୁର,୦୭/୧୨/୨୦୧୯(ଓଡ଼ିଶା ସମାଚାର / ଲିଲନପ୍ରଭା ପାଢ଼ୀ)-ଜଗତସିଂହପୁର ପୌରାଂଚଳରେ ଦିନକୁ ଦିନ ଚୋରା ନିଶାବେପାର ବଢି ଚାଲିଥିବା ବେଳେ ଆଜି ମାର୍କଣ୍ଡପୁର …

Leave a Reply

Your email address will not be published. Required fields are marked *