Monday , December 16 2019
Breaking News
Home / କ୍ରୀଡ଼ା / ସଂକ୍ଷେପରେ ତାଜା ଖବର :  ପୁରୁଷ ହକି ବିଶ୍ୱକପ୍ ୨୦୨୩ ଓଡ଼ିଶାରେ ହେବ 

ସଂକ୍ଷେପରେ ତାଜା ଖବର :  ପୁରୁଷ ହକି ବିଶ୍ୱକପ୍ ୨୦୨୩ ଓଡ଼ିଶାରେ ହେବ 

ଭୁବନେଶ୍ୱର ,୨୭/୧୧/୨୦୧୯(ଓଡ଼ିଶା ସମାଚାର)- ବିଶ୍ୱକପ୍ ହକିର ବର୍ଷ ପୂର୍ତି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏକ ଖୁସି ଖବର ର ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଆସନ୍ତା ୨୦୨୩ ରେ ପୁରୁଷ ହକି ବିଶ୍ୱକପ୍ ଓଡ଼ିଶାରେ ହେବ । ଭରବଙ୍କନଶ୍ୱର ଓ ଓଡ଼ିଶା ରେ ଏହା ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିବା କ୍ଷଣି ସାରା ରାଜ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି । ଓଡ଼ିଶା ସମାଚାର

About admin

Check Also

ପାରାଦ୍ୱୀପ ରେ ୬୫ତମ ରାଜ୍ୟ ବିଚ୍ ଭଲିବଲ ପ୍ରତିଯୋଗିତା

ପାରାଦ୍ୱୀପ ୦୯/୧୨/୨୦୧୯(ଓଡ଼ିଶା ସମାଚାର)-୬୫ତମ ରାଜ୍ୟ ବିଦ୍ୟାଳିୟ ସମୁହ ଦିନିକିଆ ବିଚ୍ ଭଲିବଲ ପ୍ରତିଯୋଗିତା ପାରାଦ୍ୱୀ ବେଳାଭୂମିର ବିଜୁ ମଇଦାନ ଠାରେ …

Leave a Reply

Your email address will not be published. Required fields are marked *