Monday , February 24 2020
Breaking News
Home / ପର୍ଯ୍ୟଟନ ଓ ସଂସ୍କୃତି / ସଂକ୍ଷେପରେ ତାଜା ଖବର : ନନ୍ଦନକାନନ ରେ ମହାବଳ ବାଘ ର ମୃତ୍ୟୁ       

ସଂକ୍ଷେପରେ ତାଜା ଖବର : ନନ୍ଦନକାନନ ରେ ମହାବଳ ବାଘ ର ମୃତ୍ୟୁ       

 ଭୁବନେଶ୍ୱର,୧୫/୧୦/୨୦୧୯ ( ଓଡ଼ିଶା ସମାଚାର)- ନନ୍ଦନକାନନ ରେ ଧଳା ମହାବଳ ବାଘ ସୁଭ୍ରାଂଶୁ ର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଗତ ଶନିବାର ହଠାତ ସେ ପଡ଼ିଯାଇଥିଲା । ସେହିଦିନ ଠାରୁ ସେ ଖାଦ୍ୟ ଗ୍ରହଣ କରୁନଥିଲା ।  ରୋଗରେ ପିଡ଼ିତ ସୁଭ୍ରାଂଶୁ ର ଚିକିତ୍ସା କରୁଥିଲେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ । ତେବେ ସେ ଆଜି ୧୦ଟା ୧୫ ରେ ମୃତ୍ୟୁ ବରଣ କରିଥିବା ନେଇ ଖବର ଆମ୍ଭର ହସ୍ତଗତ ହୋଇଛି । ବର୍ତମାନ ନନ୍ଦନକାନନରେ ୧୨ ଟି ଅଣ୍ଡିରା ଓ ୧୩ ଟି ମାଇ ବାଘ ଅଛନ୍ତି । ଓଡ଼ିଶା ସମାଚାର

About admin

Check Also

୭ରୁ ଧଉଳି-କଳିଙ୍ଗ ମହୋତ୍ସବ

ଭୁବନେଶ୍ୱର ,୦୨/୦୨/୨୦୨୦ (ଓଡ଼ିଶା ସମାଚାର)-ରାଜ୍ୟ ପର୍ଯ୍ୟଟନ ବିଭାଗ, ଓଡ଼ିଶା ଡ୍ୟାନ୍ସ ଏକାଡେମୀ ଓ ଆର୍ଟ ଭିଜନ ସହଯୋଗରେ ଆସନ୍ତା ୭ …

Leave a Reply

Your email address will not be published. Required fields are marked *