Monday , December 9 2019
Home / ତାଜା ଖବର / ସଂକ୍ଷେପରେ ତାଜା ଖବର : ନକଲି ସିମେଂଟ କାରଖାନା ଠାବ, ଜଣେ ଅଟକ

ସଂକ୍ଷେପରେ ତାଜା ଖବର : ନକଲି ସିମେଂଟ କାରଖାନା ଠାବ, ଜଣେ ଅଟକ

କଟକ,୧୭/୧୧/୨୦୧୯(ଓଡ଼ିଶା ସମାଚାର)- କଟକ ଜିଲା ଜଗତପୁର ଅଂଚଳର ମଙ୍ଗୁଳି ଠାରେ ଥିବା ବାଲାଜି ଡ଼ିପୋ ନିକଟରେ ଥିବା ଏକ ଘରେ ବିଭିନ୍ନ ବ୍ରାଣ୍ଡ ର ସିମେଂଟ ବ୍ୟାଗ ରେ ଅନ୍ୟ କମ୍ ମୂଲ୍ୟର ସିମେଂଟ ପ୍ୟାକିଙ୍ଗ କରାଯାଉଥିବା ଖବର ପାଇ ଟାଙ୍ଗି ଥାନା ପୋଲିସ୍ ଚଢ଼ାଉ କରି ସିମେଂଟ ପ୍ରସ୍ତୁତ ଯନ୍ତ୍ରାଂଶ, ୨୦୦ ବ୍ୟାଗ ସିମେଂଟ ଓ ଏକ ପିକଅପ ଭ୍ୟାନ ଜବତ କରିବା ସହିତ ଜଣକୁ ଅଟକ ରଖି ପଚରା ଉଚୁରା କରୁଛି । ଓଡ଼ିଶା ସମାଚାର

About admin

Check Also

ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ଜବତ ଜଣେ ଗିରଫ

ଜଗତସିଂହପୁର,୦୭/୧୨/୨୦୧୯(ଓଡ଼ିଶା ସମାଚାର / ଲିଲନପ୍ରଭା ପାଢ଼ୀ)-ଜଗତସିଂହପୁର ପୌରାଂଚଳରେ ଦିନକୁ ଦିନ ଚୋରା ନିଶାବେପାର ବଢି ଚାଲିଥିବା ବେଳେ ଆଜି ମାର୍କଣ୍ଡପୁର …

Leave a Reply

Your email address will not be published. Required fields are marked *