Saturday , November 16 2019
Breaking News
Home / ତାଜା ଖବର / ସଂକ୍ଷେପରେ ତାଜା ଖବର : ନକଲି ଶୋରିଷ ତେଲ କାରଖାନା ଠାବ , ମାଲିକ ଅଟକ

ସଂକ୍ଷେପରେ ତାଜା ଖବର : ନକଲି ଶୋରିଷ ତେଲ କାରଖାନା ଠାବ , ମାଲିକ ଅଟକ

ଉଦଳା,୦୮/୧୧/୨୦୧୯(ଓଡ଼ିଶା ସମାଚାର)- ଉଦଳା ଥାନା ନାଗପାଳ ୧୨ ନଂ ୱାର୍ଡ଼ ରେ ଏକ ନକଲି ଶୋରିଷ ତେଲ କାରଖାନା ଠାବ କରାଯାଇଛି । ମିଳିଥିବା ତାଜା ସୂଚନା ଅନୁସାରେ ନାଗପାଳ ୧୨ ନଂ ୱାର୍ଡ଼ରେ ଚଢ଼ାଉ କରାଯାଇ ମାଲିକ ଗୌରାଙ୍ଗ ପାରିଗ୍ରାହୀଙ୍କୁ ଅଟକ ରଖାଯାଇ ପଚରା ଉଚୁରା କରାଯାଉଛି । ୫ ହଜାର ଲିଟର ନକଲି ତେଲ ଜବତ କରାଯାଇଛି । ଓଡ଼ିଶା ସମାଚାର

About admin

Check Also

ସଂକ୍ଷେପରେ ତାଜା ଖବର : ଶିଳ୍ପପତି ମହିମା ମିଶ୍ରଙ୍କୁ ଜାମିନ୍ ମିଳିଲା

କଟକ ,୧୪/୧୧/୨୦୧୯(ଓଡ଼ିଶା ସମାଚାର)- ଦୀର୍ଘ ଦିନ ପରେ ଶିଳ୍ପପତି ମହିମା ମିଶ୍ରଙ୍କୁ ଜାମିନ୍ ମିଳିଲା । ଗତ ୨୦୧୬ ଅକ୍ଟୋବର …

Leave a Reply

Your email address will not be published. Required fields are marked *