Tuesday , February 25 2020
Breaking News
Home / ତାଜା ଖବର / ସଂକ୍ଷେପରେ ତାଜା ଖବର : ଧାନ ବୋଝେଇ ଟ୍ରକ କୁ ଧକା ଦେଲା ତୀର୍ଥଯାତ୍ରୀ ବସ୍ – ୨ ମୃତ, ୧୫ ରୁ ଅଧିକ ଆହତ

ସଂକ୍ଷେପରେ ତାଜା ଖବର : ଧାନ ବୋଝେଇ ଟ୍ରକ କୁ ଧକା ଦେଲା ତୀର୍ଥଯାତ୍ରୀ ବସ୍ – ୨ ମୃତ, ୧୫ ରୁ ଅଧିକ ଆହତ

ଭଦ୍ରକ,୧୨/୦୨/୨୦୨୦ (ଓଡ଼ିଶା ସମାଚାର)-ଉରରପ୍ରଦେଶ ଗୋରଖପୁରରୁ ପୁରୀ ଅଭିମୁଖେ ଯାଉଥିବା ଏକ ତୀର୍ଥଯାତ୍ରୀ ବସ ଭଦ୍ରକ୍ ବାରିକପୁର ନିକଟରେ ଘନ କୁହୁଡ଼ି ଯୋଗୁ ରାସ୍ତା କଡ଼ରେ ଛିଡ଼ାଯୋଇଥିବା ଏକ ଧାନ ବୋଝେଇ ଟ୍ରକ କୁ ଧକା ଦେଇଛି । ଫଳରେ ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୫ ରୁ ଅଧିକ ଆହତ ଭଦ୍ରକ ହସପିଟାଲ ରେ ଭର୍ତି ହୋଇଛନ୍ତି । ଖବର ପାଇ ଜିଲାପାଳ ଜ୍ଞାନରଂଜନ ଦାସ ହସପିଟାଲ ରେ ପହଂଚି ଆହତମାନଙ୍କ ମରଗଣା ଚିକିତ୍ସା ବ୍ୟବସ୍ଥା କରୁଛନ୍ତି । ଓଡ଼ିଶା ସମାଚାର

About admin

Check Also

ସିଆରପିଏଫ ଯବାନଙ୍କ ଆତ୍ମହତ୍ୟା ଉଦ୍ୟମ

ରାୟଗଡ଼ା,୨୫/୦୨/୨୦୨୦(ଓଡ଼ିଶା ସମାଚାର)-ମାନସିକ ଅବସାଦ ଗ୍ରସ୍ତହୋଇ ଜଣେ ସିଆରପିଏଫ ଯବାନ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସ୍ଥାନୀୟ ସିଆରପିଏଫ ଚତୁର୍ଥ ବାଟାଲିୟନ ରେ …

Leave a Reply

Your email address will not be published. Required fields are marked *