Monday , December 16 2019
Breaking News
Home / ତାଜା ଖବର / ସଂକ୍ଷେପରେ ତାଜା ଖବର : ଚିଙ୍ଗୁଡ଼ି ପ୍ରୋସେସିଙ୍ଗ ପ୍ଲାଂଟ ରେ ଗ୍ୟାସ ଲିକ୍ ଯୋଗୁ ୫୦ ରୁ ଅଧିକ ଶ୍ରମିକ ଅସୁସ୍ଥ

ସଂକ୍ଷେପରେ ତାଜା ଖବର : ଚିଙ୍ଗୁଡ଼ି ପ୍ରୋସେସିଙ୍ଗ ପ୍ଲାଂଟ ରେ ଗ୍ୟାସ ଲିକ୍ ଯୋଗୁ ୫୦ ରୁ ଅଧିକ ଶ୍ରମିକ ଅସୁସ୍ଥ

ବାଲେଶ୍ୱର ,୧୩/୧୧/୨୦୧୯(ଓଡ଼ିଶା ସମାଚାର)-ସୋର ଅଂଚଳର ଖନ୍ତପଡ଼ା ଠାରେ ଥିବା ଏକ ଚିଙ୍ଗୁଡ଼ି ପ୍ରୋସେସିଙ୍ଗ ପ୍ଲାଂଟ ରେ ଗ୍ୟାସ ଲିକ୍ ଯୋଗୁ ୫୦ ରୁ ଅଧିକ ଶ୍ରମିକ ଅସୁସ୍ଥ ହୋଇଥିବା ଖବର ମିଳିଛି । ଅସୁସ୍ଥ ଶ୍ରମିକ ମାନଙ୍କ ମଧ୍ୟରେ କିଛି ଶିଶୁ ଶ୍ରମିକ ଅସୁସ୍ଥ ହୋଇଥିବାରୁ ସେଠାରେ ଉତେଜନା ପ୍ରକାଶ ପାଇଛି । ଅସୁସ୍ଥ ଶ୍ରମିକ ମାନଙ୍କୁ ଖନ୍ତପଡ଼ା ହସପିଟାଲ ରେ ଭର୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ କିଛି ଶ୍ରମିକ ଙ୍କ ଅବସ୍ଥା ଗୁରୁତର ଥିବାରୁ ବାଲେଶ୍ୱର ସ୍ଥାନାନ୍ତରିତ କରାଯିବାର ବ୍ୟବସ୍ଥା କରାଯିବ । ଓଡ଼ିଶା ସମାଚାର

About admin

Check Also

ସଂକ୍ଷେପରେ ତାଜା ଖବର : କଲେଜ ଛାତ୍ରୀଙ୍କୁ ଗଳାକାଟି ହତ୍ୟା ଘଟଣାର ପର୍ଦ୍ଦାଫାସ – ହତ୍ୟାକାରୀ ଭାଉଜ ଗିରଫ

ଟାଙ୍ଗୀ,୧୫/୧୨/୨୦୧୯(ଓଡ଼ିଶା ସମାଚାର)- ବାଲୁଗାଁ ଥାନା ଗଙ୍ଗାନଗର ଅଂଚଳରେ ଜଣେ କଲେଜ ଛାତ୍ରୀଙ୍କୁ ଗଳାକାଟି ହତ୍ୟା ଘଟଣାର ପର୍ଦ୍ଦାଫାସ ହୋଇଛି । …

Leave a Reply

Your email address will not be published. Required fields are marked *