Saturday , December 7 2019
Home / ତାଜା ଖବର / ସଂକ୍ଷେପରେ ତାଜା ଖବର : ଘର ମଧ୍ୟରୁ ମହିଳାଙ୍କ ଅର୍ଦ୍ଧ ଦଗ୍ଧ ମୃତ ଦେହ ଉଦ୍ଧାର

ସଂକ୍ଷେପରେ ତାଜା ଖବର : ଘର ମଧ୍ୟରୁ ମହିଳାଙ୍କ ଅର୍ଦ୍ଧ ଦଗ୍ଧ ମୃତ ଦେହ ଉଦ୍ଧାର

କେନ୍ଦ୍ରାପଡ଼ା ,୦୨/୧୨/୨୦୧୯(ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ଟାଉନ ଥାନା ଅନ୍ତର୍ଗତ ଖଡ଼ିଅଙ୍ଗ ଗାଁ ର ଏକ ଘର ମଧ୍ୟରୁ ଅନୁସୟା ସିଂ ନାମକ ଜଣେ ମହିଳାଙ୍କ ଅର୍ଦ୍ଧ ଦଗ୍ଧ ମୃତ ଦେହ ଉଦ୍ଧାର କରାଯାଇଛି । ଘରେ ତାଙ୍କ ସ୍ୱାମୀ ଓ ପିଲା ନଥିଲେ । ତାଙ୍କ ମାନସିକ ଅବସ୍ଥା ଗତ କିଛି ମାସ ହେଲା ଠିକ୍ ନଥିଲା । ସେ ୟାଡ଼େ ସ୍ୟାଡ଼େ ପଳାଇଯାଉଥିଲେ । ପଡ଼ୋସୀ ଦେଖି ଦମକଳ କେନ୍ଦ୍ରକୁ ଖବର ଦେଇଥିଲେ । ଟାଉନଥାନା ପୋଲିସ୍ ଘଟଣାର ତଦନ୍ତ କରୁଛି । ସାଇଂଟିଫିକ୍ ଟିମ ସହିତ ପୁଲିସ ଘଟଣାର ତଦନ୍ତ କରୁଛି । ଆଜି ସକାଳୁ ସକାଳୁ ଏଭଳି ଘଟଣା ଘଟିଛି । ସ୍ୱାମୀ ଆସି ଘରେ ପହଂଚିଛନ୍ତି । ଓଡ଼ିଶା ସମାଚାର

About admin

Check Also

ତାଜା ଖବର : ଯୁବତୀଙ୍କୁ ପୋଲିସ କର୍ମଚାରୀଙ୍କ ଗଣ ଦୁଷ୍କର୍ମ ଅଭିଯୋଗ

ଭୁବନେଶ୍ୱର ,୦୨/୧୨/୨୦୧୯(ଓଡ଼ିଶା ସମାଚାର)- ପୁରୀରେ ଆଉ ଏକ ଲଜ୍ଜା । ଜଣେ ଯୁବତୀଙ୍କର ଅଭିଯୋଗ ଅତ୍ୟନ୍ତ ଚାଂଚଲ୍ୟକର । ସମ୍ପୃକ୍ତ …

Leave a Reply

Your email address will not be published. Required fields are marked *