Friday , February 28 2020
Breaking News
Home / ତାଜା ଖବର / ସଂକ୍ଷେପରେ ତାଜା ଖବର : ଗୁଣି ଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା କରି ମୁଣ୍ଡ କାଟିନେଲେ

ସଂକ୍ଷେପରେ ତାଜା ଖବର : ଗୁଣି ଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା କରି ମୁଣ୍ଡ କାଟିନେଲେ

ଗଜପତି ,୧୩/୧୧/୨୦୧୯(ଓଡ଼ିଶା ସମାଚାର)- ଗୁଣି ଗାରେଡ଼ି ସନ୍ଦେହରେ ଜଣେ ବୃଦ୍ଧଙ୍କୁ ହତ୍ୟା କରି ମୁଣ୍ଡ କାଟିନେଲେ ଦୁର୍ବୃତ । ଏପରି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲା ଅଧିନସ୍ଥ ମୋହନା ଥାନା ଅନ୍ତର୍ଗତ ଭାଲିଆ ସାହିରେ । ପୁଅ ମାନଙ୍କ ସହିତ ମକା ବାଡ଼ିକୁ ଯାଇ କାମ କରୁଥିବାବେଳେ ଦାସୁ ମଲିକ ନାମକ ଜଣେ ବୃଦ୍ଧଙ୍କୁ ହତ୍ୟା କରାଯାଇଛି । ଏପରିକି ହତ୍ୟା କରାଯିବା ପରେ ତାଙ୍କ ମୁଣ୍ଡକୁ କାଟିନେଇଛନ୍ତି । ପରିବାର ପକ୍ଷରୁ ଏ ସମ୍ପର୍କରେ ମୋହନା ଥାନାରେ ଏତଲା ଦିଆଯାଇଛି । ଓଡ଼ିଶା ସମାଚାର

About admin

Check Also

ପୁଲିସ ଇନଫର୍ମର ସନ୍ଦେହରେ ବ୍ୟବସାୟୀ ଙ୍କୁ ହତ୍ୟା

ମାଲକାନଗିରି,୨୫/୦୨/୨୦୨୦(ଓଡ଼ିଶା ସମାଚାର)- ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳରେ ମାଓବାଦୀ ପୁଲିସ ଇନଫର୍ମର ସନ୍ଦେହରେ ଜଣେ ବ୍ୟବସାୟୀ ଙ୍କୁ …

Leave a Reply

Your email address will not be published. Required fields are marked *