Monday , December 9 2019
Home / ବିଶେଷ / ସଂକ୍ଷେପରେ ତାଜା ଖବର :କ୍ୟାବିନେଟ ବୈଠକ ଆଜି

ସଂକ୍ଷେପରେ ତାଜା ଖବର :କ୍ୟାବିନେଟ ବୈଠକ ଆଜି

ଭୁବନେଶ୍ୱର ,୧୫/୧୧/୨୦୧୯(ଓଡ଼ିଶା ସମାଚାର)- ଆଜି କ୍ୟାବିନେଟ ବୈଠକ ବସିବ । ଲୋକସେବା ଭବନ ଠାରେ ଆଜି ଦିନ ୧୨ ଟା ୧୫ ରେ ଏହି ବୈଠକ ବସିବ । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ କିଛି ଚିଠା ବିଲ କୁ ମୋହର ଲାଗିବା ସମ୍ଭାବନା ରହିଛି । ଓଡ଼ିଶା ସମାଚାର

About admin

Check Also

ପୂର୍ବତନ ମନ୍ତ୍ରୀ ଭାଗବତ ପ୍ରସାଦ ମହାନ୍ତିଙ୍କୁ କେନ୍ଦ୍ରାପଡାରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

କେନ୍ଦ୍ରାପଡା,୦୮/୧୨/୨୦୧୯(ଓଡ଼ିଶା ସମାଚାର)-ବିଚକ୍ଷଣ ବାଗ୍ମୀ, ବରିଷ୍ଠ ଆଇନଜୀବି,ପ୍ରଖ୍ୟାତ ରାଜନୀତିଜ୍ଞ,ରାଜ୍ୟ କଂଗ୍ରେସ ଦଳର ବରିଷ୍ଠ ନେତା ତଥା ପୂର୍ବତନ ରାଜସ୍ୱ, ଅବକାରୀ, ଉଚ୍ଚଶିକ୍ଷା, …

Leave a Reply

Your email address will not be published. Required fields are marked *