Sunday , February 23 2020
Breaking News
Home / ତାଜା ଖବର / ସଂକ୍ଷେପରେ ତାଜା ଖବର : କାଠଯୋଡ଼ି ନଦୀକୁ ଡ଼େଇଁ ଯୁବକ ନିଖୋଜ

ସଂକ୍ଷେପରେ ତାଜା ଖବର : କାଠଯୋଡ଼ି ନଦୀକୁ ଡ଼େଇଁ ଯୁବକ ନିଖୋଜ

କଟକ, ୦୯/୧୦/୨୦୧୯ (ଓଡ଼ିଶା ସମାଚାର)- କାଠଯୋଡ଼ି ନଦୀକୁ ଡ଼େଇଁ ଯୁବକ ନିଖୋଜ । ମିଳିଥିବା ତାଜା ସୂଚନା ଅନୁସାରେ ପରିବାର ( ପତ୍ନୀ ଓ ପିଲା) ଙ୍କୁ ଧରି ଏକ ବାଇକ୍ ରେ ଆସୁଥିବାବେଳେ ଯୁବକ ଜଣକ କାଠଯୋଡ଼ି ନଦୀକୁ ନେଇଁ ନିଖୋଜ ଅଛନ୍ତି । ପାରିବାରିକ କଳହରୁ ଯୁବକ ଜଣକ ନଦୀକୁ ଡ଼େଇଁଥିବା କୁହାଯାଉଛି । ସଦର ଥାନା ପୋଲିସ୍ ତାଙ୍କ ପତ୍ନୀ ଓ ପିଲାଙ୍କୁ ଥାନାରେ ରଖି ପଚରା ଉଚୁରା କରୁଛନ୍ତି । ପାୱାର ବୋର୍ଟ କାମ କରୁନଥିବାରୁ ପ୍ରାୟ ଏକ ଘଂଟା ବିଳମ୍ବରେ ଓଡ଼ÿରାଫ ଟିମ୍ ନଦୀରେ ଖୋଜାଖୋଜି ଚଳାଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ରାସ୍ତା ଦୂର୍ଘଟଣାରେ ଅତିରିକ୍ତ ତହସିଲଦାର ଗୁରୁତର ଆହତ

  କେନ୍ଦ୍ରାପଡା ୨୧/୦୨/୨୦୨୦ (ଓଡ଼ିଶା ସମାଚାର)- ୫ନମ୍ବର (କ) ଜାତୀୟ ରାଜପଥର ଗୋପଛକ ନିକଟରେ ଶୁକ୍ରବାର ସନ୍ଧ୍ୟାରେ ଏକ ରାସ୍ତା …

Leave a Reply

Your email address will not be published. Required fields are marked *