Tuesday , February 25 2020
Breaking News
Home / ତାଜା ଖବର / ସଂକ୍ଷେପରେ ତାଜା ଖବର : ଏସପି ଅଫିସ ସମ୍ମୁଖରେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

ସଂକ୍ଷେପରେ ତାଜା ଖବର : ଏସପି ଅଫିସ ସମ୍ମୁଖରେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

ବ୍ରହ୍ମପୁର ,୧୨/୦୨/୨୦୨୦ (ଓଡ଼ିଶା ସମାଚାର)- ଏସପି ଅଫିସ ସମ୍ମୁଖରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ମିଳିଥିବା ତାଜା ସୂଚନା ଅନୁସାରେ ମିନାକ୍ଷୀ ମିଶ୍ର ନାମକ ଜଣେ ମହିଳା ଓ ତାଙ୍କ ପୁଅ ଙ୍କୁ ଗତ ୨୮ ତାରିଖରେ ପାର୍କିଂ କୁ ନେଇ ଆକ୍ରମଣ ହୋଇଥିଲା । ପରେ ମହିଳାଙ୍କ ପୁଅ କୁ ପୋଲିସ ଗିରଫ କରିଛି । ତେଣୁ ପୋଲିସ ତାଙ୍କ ପୁଅକୁ ମିଛରେ ଗିରଫ କରିଥିବା ଅଭିଯୋଗ କରି ନ୍ୟାୟ ପାଇବା ପାଇଁ ନିଜ ଦେହରେ କିରୋସିନୀ ଢ଼ାଳି ଆତ୍ମୌତ୍ୟା ଉଦ୍ୟମ କରିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଏମକେସିଜି ମେଡ଼ିକାଲ କଲେଜ ହସପିଟାଲ ରେ ଭର୍ତି କରାଯାଇଛି । ସେ ଜଣେ ବିଜେଡ଼ି ଦଳର ନେତ୍ରୀ । ଓଡ଼ିଶା ସମାଚାର

About admin

Check Also

ସିଆରପିଏଫ ଯବାନଙ୍କ ଆତ୍ମହତ୍ୟା ଉଦ୍ୟମ

ରାୟଗଡ଼ା,୨୫/୦୨/୨୦୨୦(ଓଡ଼ିଶା ସମାଚାର)-ମାନସିକ ଅବସାଦ ଗ୍ରସ୍ତହୋଇ ଜଣେ ସିଆରପିଏଫ ଯବାନ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସ୍ଥାନୀୟ ସିଆରପିଏଫ ଚତୁର୍ଥ ବାଟାଲିୟନ ରେ …

Leave a Reply

Your email address will not be published. Required fields are marked *