Monday , February 24 2020
Breaking News
Home / ତାଜା ଖବର / ସଂକ୍ଷେପରେ ତାଜା ଖବର : ଆଠଗଡ଼ ଅଂଚଳରେ ବଜ୍ରପାତରେ ଦୁଇ ଜଣଙ୍କର ମୃତ୍ୟୁ

ସଂକ୍ଷେପରେ ତାଜା ଖବର : ଆଠଗଡ଼ ଅଂଚଳରେ ବଜ୍ରପାତରେ ଦୁଇ ଜଣଙ୍କର ମୃତ୍ୟୁ

ଆଠଗଡ଼, ୦୮/୧୦/୨୦୧୯ (ଓଡ଼ିଶା ସମାଚାର)- ଆଠଗଡ଼ ଅଂଚଳରେ ବଜ୍ରପାତରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ମିଳିଥିବା ତାଜା ସୂଚନା ଅନୁସାରେ ମହିଧରପୁର ଗାଁର ଫଳ ବ୍ୟବସାୟୀ ପବିତ୍ର ପ୍ରଧାନ ଙ୍କର ବଜ୍ରଘାତରେ ମୃତ୍ୟୁ ହୋଇଥିବାବେଳେ ବାଲିଝରି ଗାଁ ର ବୁଦ୍ଧିମାନ ବେହେରା ଙ୍କର ମଧ୍ୟ ବଜ୍ରାଘାତରେ ମୃତ୍ୟୁ ହୋଇଛି । ଓଡ଼ିଶା ସମାଚାର

About admin

Check Also

ପାଳ ଘର କରି ଖେଳୁଥିବା ବେଳେ ନିଆଁ ଲାଗିଯାଇ ୩ ଶିଶୁ ମୃତ, ଅନ୍ୟ ଜଣେ ଗୁରୁତର ଆହତ- ମୁଖ୍ୟମନ୍ତ୍ରୀ ୪ ଲକ୍ଷ ଟଙ୍କା ଲେଖା ଅନୁକମ୍ପା ମୂଳକ ସହାୟତା ଘୋଷଣା

ଗଞ୍ଜାମ,୨୩/୦୨/୨୦୨୦(ଓଡ଼ିଶା ସମାଚାର)- ଗଞ୍ଜାମ ଜିଲ୍ଲା ପୋଲସରାର ଖଇରଛଟା ଗାଁରେ ଘଟିଛି ଏକ ଅଭାବନୀୟ ହୃଦୟ ବିଦାରକ ଘଟଣା । ପାଳ …

Leave a Reply

Your email address will not be published. Required fields are marked *