Monday , February 24 2020
Home / ତାଜା ଖବର / ସଂକ୍ଷେପରେ ତାଜା ଖବର : ଅଜଣା ଗାଡ଼ି ଧକାରେ ୨ ମୃତ

ସଂକ୍ଷେପରେ ତାଜା ଖବର : ଅଜଣା ଗାଡ଼ି ଧକାରେ ୨ ମୃତ

ଚମ୍ପୁଆ ,୨୦/୦୧/୨୦୨୦ (ଓଡ଼ିଶା ସମାଚାର)- ଅଜଣା ଗାଡ଼ି ଧକାରେ ଜଣେ ମହିଳାଙ୍କ ସମେତ ୨ ଜଣ ମୃତ୍ୟୁ ବରଣ କରିଛନ୍ତି । ମିଳିଥିବା ତାଜା ସୂଚନା ଅନୁସାରେ ଚମ୍ପୁଆ ଥାନା ଅନ୍ତର୍ଗତ ୫୨୦ ନମ୍ବର ଜାତୀୟ ରାଜପଥର ଆଙ୍ଗୁଳିଆ ଠାରେ ଏକ ଅଜଣା ଗାଡ଼ି ଏକ ବାଇକ୍ କୁ ଧକା ଦେବା ଫଳରେ ବାଇକ ରେ ଥିବା ଜଣେ ମହିଳା ଓ ଜଣେ ପୁରୁଷ ଙ୍କର ମୃତ୍ୟୁ ହୋଇଛି । ଓଡ଼ିଶା ସମାଚାର

About admin

Check Also

ନରହନ୍ତା ହାତୀ ଗୋଟିଏ ଦିନରେ ନେଲାଣି ୪ ଜୀବନ , ଘଉଡ଼ାଇବାକୁ ୧୭ ଖଣ୍ଡ ଗ୍ରାମ ବ୍ଲାକ୍ ଆଉଟ

ପିପିଲି, ୨୩/୦୨/୨୦୨୦ (ଓଡ଼ିଶା ସମାଚାର)-ପୁରୀ ଜିଲା ବଳଙ୍ଗା ଓ ପିପିଲି ଥାନା ଅଧୀନ ଅଞ୍ଚଳରେ ରବିବାର ଦନ୍ତା ଉପଦ୍ରବ ଦେଖିବାକୁ …

Leave a Reply

Your email address will not be published. Required fields are marked *