Sunday , December 8 2019
Breaking News
Home / ତାଜା ଖବର / ସଂକ୍ଷେପରେ ଖବର : ୧୦ ଦଫା ଦାବି ନେଇ ବାଣୀବିହାର ରେ ଛାତ୍ର ଛାତ୍ରୀଙ୍କ ଧାରଣା- କୁଳପତିଙ୍କ ପ୍ରତିଶୃତି ପରେ ଧାରଣା ପ୍ରତ୍ୟାହୃତ

ସଂକ୍ଷେପରେ ଖବର : ୧୦ ଦଫା ଦାବି ନେଇ ବାଣୀବିହାର ରେ ଛାତ୍ର ଛାତ୍ରୀଙ୍କ ଧାରଣା- କୁଳପତିଙ୍କ ପ୍ରତିଶୃତି ପରେ ଧାରଣା ପ୍ରତ୍ୟାହୃତ

ଭୁବନେଶ୍ୱର ,୧୬/୦୯/୨୦୧୯(ଓଡ଼ିଶା ସମାଚାର)- କିଛି ଦିନର ନରବତା ପରେ ସୋମବାର ବାଣୀବିହାର ପୁଣି ଅଶାନ୍ତ ହୋଇଛି । ବାଣୀବିହାର ମୁଖ୍ୟ ଫାଟକ ସ୍ଥାନାନ୍ତର, କ୍ୟାମ୍ପସର ଅଚଳ ସିସିଟିଭିକୁ ସଚଳ କରିବା, ଫି କମାଇବା, ଏକ ସମୟରେ ପରୀକ୍ଷା ଆଦି ୧୦ ଦଫା ଦାବିନେଇ ଛାତ୍ର ଛାତ୍ରୀମାନେ ଧାରଣା ଦେବା ସହ କୁଳପତିଙ୍କ ଅଫିସ କୁ ଧସେଇ ପସିବାକୁ ଉଦ୍ୟମ କରିଥିଲେ । ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ପୋଲିସ୍ ମୁତୟନ କରାଯାଇଥିଲା । ୨ ଘଂଟା ଆନ୍ଦୋଳନ ପରେ କୁଳପତି ସୌମେନ୍ଦ୍ର ମୋହନ ପଟ୍ଟନାୟକ ଛାତ୍ର ଛାତ୍ରୀଙ୍କ ଦାବିକୁ ପୁରଣ କରିବା ପାଇଁ ପ୍ରତିଶୃତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା । ଓଡ଼ିଶା ସମାଚାର

About admin

Check Also

ସେଂଚୁରିଅନ୍ ବିଶ୍ୱବିଦ୍ୟାଳୟର ୭ମ ସମାବର୍ତନ ଉତ୍ସବ ଅନୁଷ୍ଠିତ

ଭୁବନେଶ୍ୱର ,୦୮/୧୨/୨୦୧୯(ଓଡ଼ିଶା ସମାଚାର)- ସେଂଚୁରିଅନ୍ ବିଶ୍ୱବିଦ୍ୟାଳୟର ୭ମ ସମାବର୍ତନ ଉତ୍ସାବ ଏହାର କ୍ୟାମ୍ପସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଓଡିଶାର …

Leave a Reply

Your email address will not be published. Required fields are marked *