Friday , February 28 2020
Breaking News
Home / ତାଜା ଖବର / ସଂକ୍ଷେପରେ ଖବର : ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଅଧ୍ୟାପକ ଅଟକ

ସଂକ୍ଷେପରେ ଖବର : ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଅଧ୍ୟାପକ ଅଟକ

କଟକ,୨୦/୦୧/୨୦୨୦ (ଓଡ଼ିଶା ସମାଚାର)- ଜଣେ ଛାତ୍ରୀଙ୍କୁ ଜଣେ ଅଧ୍ୟାପକ ଅସଦାଚରଣ କରିଥବବା ଅଭିଯୋଗ ହୋଇଛି ର ମିଳିଥିବା ସୂଚନା ଅନୁସାରେ ଅଧ୍ୟାପକ ଅରୁଣ ସ୍ୱାଇଁ ଜଣେ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ଓଲଟପୁର ଥାନାରେ ଅଟକ ରଖି ପୋଲିସ ପଚରା ଉଚୁରା କରୁଛି । ସମ୍ପୃକ୍ତ ଅଧ୍ୟାପକଙ୍କ ନାମରେ ଏକାଧିକ ଅସଦାଚରଣ ମାମଲା ରହିଥିବା ସୂଚନା ମିଳିଛି । ଓଡ଼ିଶା ସମାଚାର

About admin

Check Also

ପୁଲିସ ଇନଫର୍ମର ସନ୍ଦେହରେ ବ୍ୟବସାୟୀ ଙ୍କୁ ହତ୍ୟା

ମାଲକାନଗିରି,୨୫/୦୨/୨୦୨୦(ଓଡ଼ିଶା ସମାଚାର)- ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳରେ ମାଓବାଦୀ ପୁଲିସ ଇନଫର୍ମର ସନ୍ଦେହରେ ଜଣେ ବ୍ୟବସାୟୀ ଙ୍କୁ …

Leave a Reply

Your email address will not be published. Required fields are marked *