Monday , December 9 2019
Home / ବିଶେଷ / ଲୋକନାଥ ମହାବିଦ୍ୟାଳୟରେ ସ୍ୱେଛାକୃତ ରକ୍ତଦାନ ଶବିର : ୧୦୩ ୟୁନିଟ ରକ୍ତ ସଂଗୃହୀତ

ଲୋକନାଥ ମହାବିଦ୍ୟାଳୟରେ ସ୍ୱେଛାକୃତ ରକ୍ତଦାନ ଶବିର : ୧୦୩ ୟୁନିଟ ରକ୍ତ ସଂଗୃହୀତ

ଗରଦପୁର, ୧୯/୧୧/୨୦୧୯(ଓଡ଼ିଶା ସମାଚାର)-ଗରଦପୁର ବ୍ଲକ୍ ଅନ୍ତର୍ଗତ କୋରୁଆସ୍ଥିତ ଲୋକନାଥ ମହାବିଦ୍ୟାଳୟ ପରିସରରେ ଆଜି ସ୍ୱେଛାକୃତ ରକ୍ତଦାନ ଶବିର ଅନୁଷ୍ଠିତ ହୋଇଯାଇଛି । ସମ୍ବାଦ ଆମ ଓଡ଼ିଶା , ଲୋକନାଥ ମହାବିଦ୍ୟାଳୟ ର ଏନସିସି , ଏନଏସଏସ , ୟୁଥ ରେଡ଼କ୍ରସ ୟୁନିଟ ଓ ଏଚଡ଼ିଏଫସି ବ୍ୟାଙ୍କ ର ମିଳିତ ଆନୁକୂଳ୍ୟରେ ଅନୁଷ୍ଠିତ ରକ୍ତ ଦାନ ଶିବିରରେ ୧୦୩ ୟୁନିଟ ରକ୍ତ ସଂଗୃହୀତ ହୋଇଛି । ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ ପ୍ରଦୀପ୍ତ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଯନ କରିଥିଲେ । ଉତ୍ସବରେ ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ରାହାସ ବିହାରୀ ନାୟକ ,ୟୁଥ ରେଡ଼କ୍ରସ ଇନ ଚାର୍ଜ ଅଧ୍ୟାପକ ଅନୀଲ କୁମାର ଦାସ. ଏନଏସଏସ ଇନଚାର୍ଜ ଅଧ୍ୟାପକ ରମେଶ କୁମାର ମହାନ୍ତି ,ଏନସିସି ଇନ ଚାର୍ଜ ଅଧ୍ୟାପକ ଦୁର୍ଯ୍ୟୋଧନ ଜେନା, ଅଧ୍ୟାପିକା ଡ଼ ବିଚିତ୍ରା ମଂଜରୀ ତ୍ରିପାଠୀ, ଅଧ୍ୟାପିକା ସୌଦାମିନୀ ମହାପାତ୍ର,ଏଚଡ଼ିଏଫସି ବ୍ୟାଙ୍କ ମ୍ୟାନେଜର ଅନୀଲ ଶର୍ମା ଓ ଆମ ଓଡ଼ିଶା ବ୍ଲକ୍ ସଂଯୋଜକ ନବଘନ ନାୟକ ପ୍ରମୁଖ ଉତ୍ସବରେ ଯୋଗଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ଶିବିରରେ ଅଧ୍ୟାପକ ସଚିଦାନନ୍ଦ ସାମନ୍ତରାୟ, ଅଧ୍ୟାପକ ତୁଷାର କାନ୍ତ ପରିଡ଼ା , ଅଧ୍ୟାପକ ସୁକାନ୍ତ କୁମାର ପରିଡ଼ା , ଅଧ୍ୟାପିକା ମିନପ୍ରଭା ସାହୁ,ଅଧ୍ୟାପିକା ଡ଼ ମମତା ପଣ୍ଡା,ଅଧ୍ୟାପିକା ସୁଶରଶଣି ସିଂ , ଅଧ୍ୟାପକ ରମାକାନ୍ତ ପାଣି, ଅଧ୍ୟାପକ ଦୂର୍ଗାପ୍ରସାଦ ସଢ଼ଙ୍ଗୀ, ଅଧ୍ୟାପକ ଶୁଭନାରାୟଣ ବେହେରା,କର୍ମଚାରୀ ଜିତେନ କୁମାର ଦାସ,ଭାବଗ୍ରାହୀ ଦାସ,ମାନସ ରଂଜନ ସ୍ୱାଇଁ,ଅଭୟକୁମାର ଦାସ,ବ୍ୟାଙ୍କ କର୍ମଚାରୀ ଜ୍ୟୋତିରଂଜନ ସ୍ୱାଇଁ,ଜାନକୀଶ ମିଶ୍ର, ଉପେନ୍ଦ୍ର ବାରିକ, ଅମିତ କୁମାର ଦାଶ,ସମ୍ବାଦ ଏଜେଂଟ ତ୍ରିଲୋଚନ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । କେନ୍ଦ୍ରାପଡ଼ା ରେଡ଼କ୍ରସ ପକ୍ଷରୁ ଟେକନିସିଆନ ରାକେଶ କୁମାର ମିଶ୍ର,ଉମାକାନ୍ତ ଜେନା,ଅଂଜଳୀ ବେହେରା, ମନୋଜ ଦାସ,ସୌମ୍ୟରଂଜନ ସେଠୀ,କାହ୍ନୁଚରଣ ଗୋଛାୟତ ପ୍ରମୁଖ ରକ୍ତ ଦାତାଙ୍କ ଠାରୁ ରକ୍ତ ସଂଗ୍ରହ କରିଥିଲେ । ସର୍ବୋପରି ମହାବିଦ୍ୟାଳୟର ସ୍ୱେଛାସେବକ ଛାତ୍ର ଛାତ୍ରୀ ସର୍ବଶ୍ରୀ ରାଜେଶ ରଂଜନ ସେଠୀ,ସ୍ମୃତିସ୍ମରଣିକା ପାଣି,ଲିଜା ସାମଲ,ମୋନାଲିସା ପାଣ୍ଡା,ଅମିଶା ପ୍ରିୟଦର୍ଶିନୀ , ସୁଜାତା ସାମଲ,ଲକ୍ଷ୍ମୀପ୍ରିୟା ଦାସ,ମଧୁସ୍ମିତା ଲେଙ୍କା,ପୁଷ୍ପାଂଜଳୀ ସାହୁ,ବର୍ଷାରାଣୀ ନାୟକ,ପ୍ରଭାତୀ ସାହୁ,ଚିନ୍ମୟୀ ନାୟକ,ପ୍ରିୟଦର୍ଶିନୀ ଜେନା,ସଲିଳ ମହାନ୍ତି, ମଧୁସ୍ମିତା ରାଉତ,ରୋଜାଲିନ ସାମଲ,ପୂଜାରାଣୀ ସାମଲ,ସଚିକାନ୍ତ ଦାସ,ସତ୍ୟବ୍ରତ ଜେନା,ସନ୍ତୋଷୀ ମେକାପ ,ସୁନନ୍ତ ଖୁଂଟିଆ, ମିତାଲି ମଧୁସ୍ମିତା ରାଉତ,ପ୍ରତିମା ଦାସ,ଜ୍ୟୋତ୍ସ୍ନାରାଣୀ ସାହୁ,ଜ୍ଞାନେନ୍ଦ୍ର ମହାପାତ୍ର,ସନ୍ତୋସିନୀ ସ୍ୱାଇଁ,ପ୍ରିୟଙ୍କା ପଟ୍ଟନାୟକ, ନୀରଂଜନ ବେହେରା,ରାଜେଶ ମହାନ୍ତି,ଦେବେନ୍ଦ୍ର ମୁଦୁଲି, ପବିତ୍ର କୁମାର ରାଉତରାୟ,ବିଜୟ କୁମାର ବେହେରା,ଜ୍ଞାନରଂଜନ ରାଉତ,ଗୀତାଂଜଳୀ ବାରିକ,ଓମ ଅର୍ଜୁନ ମଲିକ ,ମନୋରଂଜନ ବେହେରା,ମୋନାଲିସା ମିଶ୍ର,ଅମିତ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଏଚଡ଼ିଏଫସି ବ୍ୟାଙ୍କ ତରଫରୁ ସ୍ୱେଛାକୃତ ରକ୍ତଦାତା ମାନଙ୍କୁ ଉପହାର ପ୍ରଦାନ କରାଯାଇଥିଲା ।
ଲୋକନାଥ ମହାବିଦ୍ୟାଳୟ – ରକ୍ତ ଦାତା, ଜୀବନ ଦାତା
ବିନୋଦ ମିଶ୍ର, ଜିତେନ୍ଦ୍ର କୁମାର ଦାଶ, ରାଜେଶ ରଂଜନ ସେଠୀ, ସୁବାସ ଚନ୍ଦ୍ର ସାମଲ, ପି.ଏନ. ସଂଘମିତ୍ରା ପ୍ରିୟଦର୍ଶିିନୀ, ସୌମ୍ୟପ୍ରିୟଦର୍ଶିନୀ ପଟ୍ଟନାୟକ, ଆଶିସ କୁମାର ଦାସ, ସୌମ୍ୟକାନ୍ତ ଦାସ, ଅପର୍ଣ୍ଣା ପ୍ରିୟଦର୍ଶିନୀ, ଶିବସୁନ୍ଦର ସାହୁ, ଅଭିନାଶ ସିଂହ, ଅଙ୍କିତା ପଣ୍ଡା, ଶୁଭସ୍ମିତା ମହାନ୍ତି, ଚିନ୍ମୟୀ ଜେନା, ପ୍ରିୟଙ୍କା ପ୍ରିୟଦର୍ଶିନୀ, ବିଶ୍ୱରଂଜନ ବାରିକ, ସୁଧାଂଶୁ ଶେଖର ସ୍ୱାଇଁ, ଜ୍ଞାନରଂଜନ ରାଉତ, ଭାଗ୍ୟଶ୍ରୀ ରାଉତ, ପବିତ୍ର ପଣ୍ଡା, ରାଜେଶ ମହାନ୍ତି, ପବିଣ ରଂଜନ ଜେନା, ଅଂଜିତ ରାଉତ, ହିମ।।ଂଶୁ ରଂଜନ ଜେନା, ସୌଭାଗ୍ୟ ରଂଜନ ନାୟକ, ଜଗବନ୍ଧୁ ବେହେରା, ସିଦ୍ଧାର୍ଥ ସାହୁ, ଜଗନ କୁମାର ବେଉରା, ସୌରଭ ଦାସ, ଅଭିଜିତ କୁମାର ବିଶ୍ୱାଳ,ପବିତ୍ର କୁମାର ରାଉତରାୟ, ମୃତ୍ୟୁଂଜୟ ସାମଲ, ଦେବାଶିଷ ବେହେରା, ରାହୁଳ ନାୟକ, କୃଷ୍ଣଚନ୍ଦ୍ର ବାରିକ, ମଧୁସ୍ମିତା ସାହୁ, ଶଚିକାନ୍ତ ସେଠୀ, ତାରାକାନ୍ତ ମହାପାତ୍ର, କିଶନ କୁମାର ସାହୁ, ସତ୍ୟ ପ୍ରକାଶ ମଲ, ସୌମ୍ୟରଂଜନ ସ୍ୱାଇଁ, ଦୀପ୍ତିମୟୀ ପାତ୍ର, ଜ୍ଞାନରଂଜନ ଦାସ, ଦୀପ୍ତିରଂଜନ ପଣ୍ଡା, ଦିନେଶ କୁମାର ପାଣି, ଦିନେସ ସାମଲ, ବୈଶାଖି ସାମଲ, ଶୁଭଲକ୍ଷ୍ମୀ ରାଉତ, ଶିବବ୍ରତ ପାଣି ,ସତ୍ୟବ୍ରତ ମହାନ୍ତି, ଲକ୍ଷ୍ମିପ୍ରିୟା ମହାପାତ୍ର, ସ୍ମିତା ସାହୁ, ଜ୍ୟୋତିର୍ମୟୀ ଜେନା, ପ୍ରିତିପ୍ରତିକ୍ଷା ଜେନା, ଲୋକନାଥ ମହାରଣା, ସୁପ୍ରିୟା ସାହୁ, ଶ୍ରଦ୍ଧାଂଜଳୀ ନାୟକ,ରଂଜିତ ପଟ୍ଟନାୟକ, ଜ୍ୟୋତିରଂଜନ ଦାସ,ସଂଜିତ କୁମାର ନାୟକ, ଶିବପ୍ରସାଦ ଦାସ, ବିକାଶ ରଂଜନ ସ୍ୱାଇଁ, ଶୁଭମ ଶୁଭ୍ରଜିତ ମହାନ୍ତି, ବିକ୍ରମ ବାରିକ, ସାଗର ସଙ୍ଗମ ମଲ, ପ୍ରଭାତ କୁମାର ନାଥ, ଶୁଭ କୁମାର ପ୍ରଧାନ , ସୌରଭ କୁମାର ସାମଲ, ଗାୟତ୍ରୀ ଜ୍ଞାନଦୀପ ଦାସ,ସମ୍ବିତ କୁମାର ବେହେରା, ସତ୍ୟରଂଜନ ଦାସ, ଉପେନ୍ଦ୍ର ଭଂଜ ସାହୁ, ରଶ୍ମିତା ଦାସ,ଅଭିଷେକ ରାଉତ,ଶିବପ୍ରସାଦ ସାହୁ,ଉଦୟଭାନୁ ମହାରଣା,ସମ୍ବିତ ନାୟକ, ବିଶ୍ୱଜିତ ବିଶ୍ୱାଳ, ରାହୁଳ ବେହେରା, ପଙ୍କଜ ଗୌରବ ସାହୁ, ଲୋପାମୁଦ୍ରା ପ୍ରଧାନ, ସୁଧାଶ୍ରୀ ନାୟକ, ସମ୍ବିତ ପଟ୍ଟନାୟକ,ପ୍ରିୟଙ୍କା ପଟ୍ଟନାୟକ, ନିମିଶା କାନୁନଗୋ, ବି ଏସ କାନ୍ତ ସାହୁ,ସୋନାଲିସା ସୂତାର, ବିଶ୍ୱଜିତ ମହାନ୍ତି ,ସଂଗ୍ରାମ ବାରିକ, ସମ୍ରାଟ ନିତିସୁ ନାଥ । ବିକାଶ ନାୟକ, ଦେବକାନ୍ତ ରାଉତରାୟ, ଅମିତ ପ୍ରଧାନ, ରଜତ କୁମାର ଦାସ, ମହେଶ ରଂଜନ ଦେବତା, ରାଜେଶ ମଲିକ, ଜ୍ୟୋତିରଂଜନ ବେହେରା, ସଂଜୟ ସାହୁ, ଜ୍ୟୋତିକାନ୍ତ ତ୍ରିପାଠୀ, ପରିମଳ ପଣ୍ଡା, ପିଂଟୁ ମହାରଣା, ସାଗର ପରିଡ଼ା, ଦିବ୍ୟଜ୍ୟୋତି ମାନସିଂ, ଆଶିସ କୁମାର ନାୟକ । ଓଡ଼ିଶା ସମାଚାର

About admin

Check Also

ପୂର୍ବତନ ମନ୍ତ୍ରୀ ଭାଗବତ ପ୍ରସାଦ ମହାନ୍ତିଙ୍କୁ କେନ୍ଦ୍ରାପଡାରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

କେନ୍ଦ୍ରାପଡା,୦୮/୧୨/୨୦୧୯(ଓଡ଼ିଶା ସମାଚାର)-ବିଚକ୍ଷଣ ବାଗ୍ମୀ, ବରିଷ୍ଠ ଆଇନଜୀବି,ପ୍ରଖ୍ୟାତ ରାଜନୀତିଜ୍ଞ,ରାଜ୍ୟ କଂଗ୍ରେସ ଦଳର ବରିଷ୍ଠ ନେତା ତଥା ପୂର୍ବତନ ରାଜସ୍ୱ, ଅବକାରୀ, ଉଚ୍ଚଶିକ୍ଷା, …

Leave a Reply

Your email address will not be published. Required fields are marked *