Friday , February 28 2020
Breaking News
Home / ତାଜା ଖବର / ରାମକୃଷ୍ଣପୁର ଗ୍ରାମର ଦାଦା ଓ ପୁତୁରା ଗାଡ଼ି ଧକ୍କାରେ ଢ଼େଙ୍କାନାଳରେ ମୃତ

ରାମକୃଷ୍ଣପୁର ଗ୍ରାମର ଦାଦା ଓ ପୁତୁରା ଗାଡ଼ି ଧକ୍କାରେ ଢ଼େଙ୍କାନାଳରେ ମୃତ

ସାଲେପୁର ୨୯/୦୧/୨୦୨୦ (ଓଡ଼ିଶା ସମାଚାର/ ଅଭୟ ଜେନା):- ସାଲେପୁର ବ୍ଲକ୍ ଜପକୁଦ ଫାଣ୍ଡି ଅଧିନ ରାମକୃଷ୍ଣପୁର ଗ୍ରାମର ପିତମ୍ ଷଢ଼ଙ୍ଗୀ (୪୬), ପ୍ରତାପ ଷଢ଼ଙ୍ଗୀ (୩୩) ଏକ ଶୁଧି କାମରେ ଯୋଗ ଦେବା ପାଇଁ ଢ଼େଙ୍କାନାଳର ଗୋବିନ୍ଦପୁର ଯାଇଥିଲେ । ତେବେ ଆଜି ଢ଼େଙ୍କାନାଳ ଜିଲ୍ଲା ଭାପୁରର  ଗୋହିଆଖାଲ ନିକଟରେ ଏକ ଯାତ୍ରୀବାହୀ ବସ୍ ଧକ୍କା ଦେବାରୁ ଘଟଣା ସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଯାଇଛି । ମୃତ୍ୟୁବରଣ କରିଥିôବା ପ୍ରିତମ୍ ଦାଦା ହୋଇଥିବା ବେଳେ ପ୍ରତାପ ତାଙ୍କର ପୁତୁରା ବୋଲି ଜଣାପଡ଼ିଛି । ଏହି ଘଟଣା ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳାଇ ଦେଇଛି ।   ଓଡ଼ିଶା ସମାଚାର

About admin

Check Also

ପୁଲିସ ଇନଫର୍ମର ସନ୍ଦେହରେ ବ୍ୟବସାୟୀ ଙ୍କୁ ହତ୍ୟା

ମାଲକାନଗିରି,୨୫/୦୨/୨୦୨୦(ଓଡ଼ିଶା ସମାଚାର)- ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳରେ ମାଓବାଦୀ ପୁଲିସ ଇନଫର୍ମର ସନ୍ଦେହରେ ଜଣେ ବ୍ୟବସାୟୀ ଙ୍କୁ …

Leave a Reply

Your email address will not be published. Required fields are marked *