Tuesday , February 25 2020
Breaking News
Home / ବିଶେଷ / ଯୁବତୀ ନିରୁଦ୍ଦିଷ୍ଟ

ଯୁବତୀ ନିରୁଦ୍ଦିଷ୍ଟ

ତାରପୁର, ୧୩/୦୨/୨୦୨୦ (ଓଡ଼ିଶା ସମାଚାର)-ଜଗତସିଂହପୁର ଜିଲା ଅଭୟଚାନ୍ଦପୁର ଥାନା ବଗଦିଆ ଗ୍ରାମର ପ୍ରଦୀପ ତରାଇଙ୍କ ଝିଅ ଲିନୁ ତରାଇ (୧୮) ଦୀର୍ଘ ୧୪ ମାସ ହେବ କେନ୍ଦ୍ରାପଡ଼ା ଜିଲା ପାଟକୁରା ଥାନା ତେଣ୍ଡାକୁଡ଼ା ପଂଚାୟତ ସାନନୟନପୁର ଗ୍ରାମର ଅଶୋକ କୁମାର ଦଳାଇଙ୍କ ଘରେ ରହୁଥିଲେ । ତେବେ ସେ ଗତ ୯ ତାରିଖରୁ କେଉଁଆଡ଼େ ନିରୁଦ୍ଧିଷ୍ଟ ଅଛନ୍ତି । ଏ ବିଷୟରେ ପାଟକୁରା ଥାନାରେ ଅଭିଯୋଗ ହୋଇଛି । ଯଦି କେହି ଏହି ପିଲା ବିଷୟରେ ଜାଣନ୍ତି ତେବେ ନିକଟସ୍ଥ ଥାନା କିମ୍ବା ପାଟକୁରା ଥାନାକୁ ଜଣାଇବାକୁ ଅନୁରୋଧ । ଓଡ଼ିଶା ସମାଚାର

About admin

Check Also

ପୁରାତନ ବିଦ୍ୟାର୍ଥୀ ପରିଷଦ ଗଠନ , ହୀରକ ଜୟନ୍ତୀ ପାଳନ, ମୋ ସ୍କୁଲ କମିଟି ଗଠନ କରାଯାଇ ବିଦ୍ୟାଳୟର ବିକାଶ ଓ ମହିଳା ମହାବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଅଂଟା ଭିଡ଼ିଲେ ପ୍ରାକ୍ତନ ବିଦ୍ୟାର୍ଥୀ

ତାରପୁର, ୨୪/୦୨/୨୦୨୦ (ଓଡ଼ିଶା ସମାଚାର)-ତିର୍ତୋଲ ବ୍ଲକ୍ ଅନ୍ତର୍ଗତ କୃଷ୍ଣାନନ୍ଦପୁର ଠାରେ ଥିବା ହାଜି ସେଖ ସମିରୁଦ୍ଦିନ୍ ହାଇସ୍କୁଲ ର ୧୯୮୧ …

Leave a Reply

Your email address will not be published. Required fields are marked *