Thursday , September 19 2019
Breaking News
Home / ବିଶେଷ / ମୁଣ୍ଡରାଗୁଡା ଛତାଡଙ୍ଗରୀ ଠାରେ ନିଖୋଜ ବ୍ୟକ୍ତି ର ଶବ ଉଦ୍ଧାର

ମୁଣ୍ଡରାଗୁଡା ଛତାଡଙ୍ଗରୀ ଠାରେ ନିଖୋଜ ବ୍ୟକ୍ତି ର ଶବ ଉଦ୍ଧାର

କଳାହାଣ୍ଡି୧୧/୦୯/୨୦୧୯(ଓଡ଼ିଶା ସମାଚାର / ସଂଜୟ କୁମାର ସିଂହ)- କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ମୁଣ୍ଡ୍ରାଗୁଡା ଗ୍ରାମର ଜଣେ ନିଖୋଜ ବ୍ୟକ୍ତିର ଶବ ପୋଲିସ ଜବତ କରିଛି । ସୂଚନା ଅନୁସାରେ ମୁଣ୍ଡ୍ରାଗୁଡା ଗ୍ରାମର ଧନସିଂ ନାଏକ (୫୫) ଗତ ଶନିବାର ରାତି ପ୍ରାୟ ୮ ଟା ସମୟରେ ଘରୁ ବାହାରି ନିଖୋଜ ଥିଲେ । ଆଜି ଛତାଡଙ୍ଗରୀଠାରେ ଧନସିଂ ନାଏକଙ୍କ ଶବ ଦେଖିବାକୁ ମିଲିଛି । ଏହା ଆତ୍ମହତ୍ୟା ନା ହତ୍ୟା ତାହା ଏବେ ଜଣାପଡି ନାହିଁ । ଜୟପାଟଣା ପୋଲିସ ଶବ ଜବତ କର ିବ୍ୟବଛେଦ ପାଇଁ ପଠାଇଛି । ଓଡ଼ିଶା ସମାଚାର

About admin

Check Also

ପ୍ଲାଷ୍ଟିକ ବର୍ଜନ ଏବଂ ପରିବେଶ ସୁରକ୍ଷାକୁ ନେଇ ସଚେତନତା

ରାଜଗାଙ୍ଗପୁର, ୧୯/୦୯/୨୦୧୯(ଓଡ଼ିଶା ସମାଚାର)- ଦିନକୁ ଦିନ ବୃଦ୍ଧି ପାଉଥିବା ପ୍ରଦୂଷଣ ପାଇଁ ପ୍ଲାଷ୍ଟିକ ଏକ ମୁଖ୍ୟ କାରଣ ହୋଇଥିବା ଯୋଗୁ …

Leave a Reply

Your email address will not be published. Required fields are marked *