Sunday , December 8 2019
Breaking News
Home / ବିଶେଷ / ମଧୁ ବାବୁଙ୍କୁ ଭାରତରତ୍ନ ଦାବି, ମୁମ୍ବାଇରେ ଦସ୍ତଖତ ଅଭିଯାନ

ମଧୁ ବାବୁଙ୍କୁ ଭାରତରତ୍ନ ଦାବି, ମୁମ୍ବାଇରେ ଦସ୍ତଖତ ଅଭିଯାନ

ଭୁବନେଶ୍ୱର, ୨୦/୦୭/୨୦୧୯ (ଓଡ଼ିଶା ସମାଚାର)-ଉକ୍ରଳ ଗୌରବ ମଧୁସୁଦନ ଦାସଙ୍କୁ ମରଣୋତର ଭାରତ ରତ୍ନ ପ୍ରଦାନ ଦାବି ଯୋର ଧରିଛି । ଏନେଇ ନାଭି ମୁମ୍ବାଇରୁ ଦସ୍ତଖତ ସଂଗ୍ରହ କରାଯାଇଛି । ମଧୁବାବୁଙ୍କ ପ୍ରଥମ କର୍ମକ୍ଷେତ୍ର କୋଳକତାରୁ ଗତବର୍ଷ ଆରମ୍ଭ ହୋଇଥିବା ଏହି ଦସ୍ତଖତ ଅଭିଯାନ ପରେ ଆଣ୍ଡାମାନ, ଚେନେଇ, କର୍ଣ୍ଣାଟକ ସମେତ ବିଭିନ୍ନ ରାଜ୍ୟରୁ ଦସ୍ତଖତ ସଂଗ୍ରହ କରାଯାଇଥିଲା । ଲୟର୍ସ ଗୃପ୍ର ଆବାହାକ ଆଇନଜୀବୀ ଲିଙ୍ଗରାଜ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ, ରାମପ୍ରସାଦ ମୁଦୁଲି, ରତନ ପଟ୍ଟନାୟକ, ବିଷ୍ଣୁ ପ୍ରସାଦ ମୁଦୁଲି ଶତାଧିକ ଓଡ଼ିଆ ଏବଂ ମୁ୍ମ୍ବାଇବାସୀ ସାମିଲ ସାମିଲ ହୋଇଥିଲେ । ଓଡ଼ିଶା ସମାଚାର

About admin

Check Also

ଶିଶୁ ଦୁଷ୍କର୍ମକାରୀଙ୍କୁ କୌଣସି ରାଜକ୍ଷମା ମିଳିବ ନାହିଁ: ରାଷ୍ଟ୍ରପତି

ନୂଆଦିଲ୍ଲୀ/ ଭୁବନେଶ୍ୱର ,୦୮/୧୨/୨୦୧୯(ଓଡ଼ିଶା ସମାଚାର)- ବର୍ତମାନଦେଶରେ ବଢ଼ୁଥିବା ଦୁଷ୍କର୍ମ ଓ ହତ୍ୟାଘଟଣାକୁ ନେଇ ସବୁଠି ବିକ୍ଷୋଭ ଜାରି ରହିଛି । …

Leave a Reply

Your email address will not be published. Required fields are marked *