Friday , February 28 2020
Breaking News
Home / ବିଶେଷ / ଭୁବନରେ ଜିଲ୍ଲାପାଳ ଙ୍କ ମିଳିତ ଜନଶୁଣାଣି ୨୭ ରେ

ଭୁବନରେ ଜିଲ୍ଲାପାଳ ଙ୍କ ମିଳିତ ଜନଶୁଣାଣି ୨୭ ରେ

ଭୁବନ,୨୬/୦୧/୨୦୨୦ (ଓଡ଼ିଶା ସମାଚାର)- ଭୁବନ ଏନଏସି ବାଜିରାଉତ କଲ୍ୟାଣମଣ୍ଡପ ଠାରେ ଆସନ୍ତା ୨୭ ତାରିଖ ସୋମବାର ଦିନ ୧୦ ଘଟିକା ସମୟରେ ଜିଲ୍ଲାପାଳ ଓ ଜିଲ୍ଲା ଅ।।ରକ୍ଷୀ ଅଧିକ୍ଷକ ଙ୍କ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହେବ । ଏହି ଶିବିରରେ ଜିଲ୍ଲାର ସବୁ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗଦେବେ । ଜନସାଧାରଣ ଙ୍କର ଆପତି/ ଅଭିଯୋଗ ର ଶୁଣାଣି ହୋଇ ସମାଧାନ କରାଯିବ । ଶୁଣାଣିରେ ବହୁ ସଂଖ୍ୟାରେ ସ୍ଥାନୀୟ ଜନସାଧାରଣ ଯୋଗଦେବାକୁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି । ଓଡ଼ିଶା ସମାଚାର

About admin

Check Also

ମାର୍ଚ୍ଚ ପହିଲାରୁ ଗାଡ଼ି ଯାଞ୍ଚ କଡ଼ାକଡ଼ି ହେବ

ଭୁବନେଶ୍ୱର ,୨୮/୦୨/୨୦୨୦ (ଓଡ଼ିଶା ସମାଚାର)- ଲୋକଙ୍କୁ ଯଥେଷ୍ଟ ସମୟ ଦିଆଯାଇଛି, ଆଉ ବହୁ ସଂଖ୍ୟାରେ ଲୋକେ ଇତିମଧ୍ୟରେ ନିଜ ଗାଡ଼ିର …

Leave a Reply

Your email address will not be published. Required fields are marked *