Saturday , January 25 2020
Breaking News
Home / ତାଜା ଖବର / ଭିନ୍ନ ସଂପ୍ରଦାୟର ଯୁବକଙ୍କ ମଧ୍ୟରେ ମାଡପିଟରୁ ଉତେଜନା

ଭିନ୍ନ ସଂପ୍ରଦାୟର ଯୁବକଙ୍କ ମଧ୍ୟରେ ମାଡପିଟରୁ ଉତେଜନା

କେନ୍ଦ୍ରାପଡା ୧୧/୧୧/୨୦୧୯(ଓଡ଼ିଶା ସମାଚାର)-ସୋମବାର ଅପରାହ୍ନରେ ଦୁଇ ସଂପ୍ରଦାୟର ୨ଜଣ ଯୁବକଙ୍କ ମଧ୍ୟରେ ମାଡପିଟ ହେବାରୁ ସ୍ଥାନୀୟ ଅଚଂଳରେ ଉତେଜନା ପ୍ରକାଶ ପାଇଥିବା ଦେଖାଯାଇଛି । ଘଟଣାରୁ ପ୍ରକାଶ ଯେ ସ୍ଥାନୀୟ ମେଡିକାଲ ଛକରେ ବଡହାଟ ଅଚଂଳର ମାନ ମହାରଣାଙ୍କ ସହିତ ଇଦଗାମହଲା ଅଚଂଳର ଭିନ୍ନ ସଂପ୍ରଦାୟର ଜନୈକ ଯୁବକଙ୍କର କୈାଣସି କାରଣକୁ ନେଇ ମାଡପିଟ ହୋଇଥିଲା । ମାନ ଆହତ ହୋଇ ଜିଲ୍ଲା ମୁଖ୍ୟ ଚିକିସôାଳରେ ଭର୍ତି ହୋଇ ଚିକିସôିତ ହେଉଥିବା ବେଳେ ଅନ୍ୟ ଯୁବକ ଜଣକ ଘଟଣା ସ୍ଥଳରୁ ଫେରାର ହୋଇଯାଇଛନ୍ତି । ସ୍ଥାନୀୟ ଅଚଂଳରେ ଚାପା ଉତେଜନା ପ୍ରକାଶ ପାଇଥିବା ବେଳେ ଟାଉନ ଥାନାରେ ଅଭିଯୋଗ ହୋଇନଥିବାରୁ ପୋଲିସ ପକ୍ଷରୁ କୈାଣସି ପଦକ୍ଷେପ ନିଆଯାଇନଥିବା ଜଣାପଡିଛି । ଓଡ଼ିଶା ସମାଚାର

About admin

Check Also

ସଂକ୍ଷେପରେ ତାଜା ଖବର : ରେଳ ଆଗକୁ ଡ଼େଇଁ ଆତ୍ମହତ୍ୟା କଲା ଯୁବତୀ

ଭଦ୍ରକ ,୨୦/୦୧/୨୦୨୦ (ଓଡ଼ିଶା ସମାଚାର)- ଜଣେ ଯୁବତୀ ଏକ ରେଳ ଆଗକୁ ଡ଼େଇଁ ଆତ୍ମହତ୍ୟା କରିଛନ୍ତି । ସମ୍ପୃକ୍ତ ଯୁବତୀ …

Leave a Reply

Your email address will not be published. Required fields are marked *