Saturday , December 7 2019
Home / ରାଜନୀତି / ବିଜେଡି ଯୁବ ସଂଖ୍ୟାଲଘୁ ସେଲ ପକ୍ଷରୁ ମହମ୍ମଦଙ୍କ ଜନ୍ମଦିବସରେ ମେଡିକାଲରେ ଫଳ ବଂଟନ

ବିଜେଡି ଯୁବ ସଂଖ୍ୟାଲଘୁ ସେଲ ପକ୍ଷରୁ ମହମ୍ମଦଙ୍କ ଜନ୍ମଦିବସରେ ମେଡିକାଲରେ ଫଳ ବଂଟନ

କେନ୍ଦ୍ରାପଡା ୧୧/୧୧/୨୦୧୯(ଓଡ଼ିଶା ସମାଚାର)-ମହାପୁରୁଷ ହଜରତ ମହମ୍ମଦଙ୍କ ଜନ୍ମ ଦିବସ ଉପଲକ୍ଷେ କେନ୍ଦ୍ରାପଡା ବିଜେଡି ଯୁବ ସଂଖ୍ୟାଲଘୁ ସେଲ ଓ ନଜୱାନ ୟୁନିଅନ ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିସôାଳୟରେ ରୋଗୀମାନଙ୍କୁ ଫଳ ବଂଟନ କରାଯାଇଛି । ହଜରତ ମହମ୍ମଦଙ୍କ ବାଣୀ ଅନୁସାରେ ସମସ୍ତଙ୍କୁ ଭଲପାଇବା ଓ ନିରାପତା ଏବଂ ଶାନ୍ତି ବଜାୟ ରଖିବା ବୋଲି ସେଲର ସଭାପତି ମହମ୍ମଦ ମୀର ଅମୀର  କହିଛନ୍ତି । ସେହି ମହାପୁରୁଷଙ୍କ ଜୀବନ ଶୈ÷ଳିରେ ଅନୁପ୍ରାଣିତ ହୋଇ କେନ୍ଦ୍ରାପଡା ସହରରେ ଶାନ୍ତି, ସଦଭାବ ଓ ଭାଇଚାରା ବଜାୟ ରଖିବା ନିମନ୍ତେ ସମାବେଶ ଅନୁଷ୍ଠିତ ହୋଇଥିଲା ।  ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଆଇନଜୀବି ଦେବଦାସ ମହାନ୍ତି,ଦିନେଶରାଜ ସିଂ, ସେକ ଲିୟାକତ, ଅବଦୁଲ ମଜିଦ,ସେକ ଅହେସାନ,ମହମ୍ମଦ ରୋସନ,ସେକ ଆଲାଉଦ୍ଧିନ,ମହମ୍ମଦ ମୁଜାହିଦିନ,ସେକ ସଲାଉଦ୍ଧିନ,ମହମ୍ମଦ ଜାକିର,ପଦ୍ମନାଭ ସାହୁ,ଅବରାର ହସରତ ଖାନ,ଆସିକ ଖାନ,କୃଷ୍ଣ ଚନ୍ଦ୍ର ବେହେରା,ନସିମ ଅକ୍ତର,ପ୍ରଦୀପ୍ତ ନାୟକ ପ୍ରମୁଖ ଯୋଗଦେଇଥିଲେ । ଓଡ଼ିଶା ସମାଚାର

About admin

Check Also

ସ୍ୱତନ୍ତ୍ର ଅଦାଲତରେ ତ୍ୱରିତ ବିଚାର ଓ ବଳାତ୍କାରୀଙ୍କୁ ଫାଶୀ ଦିଆଯାଉ : କଂଗ୍ରେସ

ଭୁବନେଶ୍ୱର ,୦୫/୧୨/୨୦୧୯(ଓଡ଼ିଶା ସମାଚାର)- ଐତିହାସିକ ସଂସ୍କୃତି ସମ୍ପନ୍ନ ପୁରୀ ସହରରେ ଜଣେ ଯୁବତୀକୁ କନେଷ୍ଟବଳ ଜିତେନ୍ଦ୍ର ସେଠୀ ଓ ତାର …

Leave a Reply

Your email address will not be published. Required fields are marked *