Friday , February 28 2020
Breaking News
Home / ବିଶେଷ / ବାଲୁଙ୍କେଶ୍ୱର ମହାବିଦ୍ୟାଳୟ ରେ ସାଧାରଣତନ୍ତ୍ର ଦିବସ ପାଳିତ

ବାଲୁଙ୍କେଶ୍ୱର ମହାବିଦ୍ୟାଳୟ ରେ ସାଧାରଣତନ୍ତ୍ର ଦିବସ ପାଳିତ

ଭୁବନ ୨୭/୦୧/୨୦୨୦ (ଓଡ଼ିଶା ସମାଚାର)- ଭୁବନ ବ୍ଲକ ଅନ୍ତର୍ଗତ ବାରୁଆଁ (ବି) ବାଲୁଙ୍କେଶ୍ୱର ଯୁକ୍ତ ତିନି ଡିଗ୍ରୀ ମହାବିଦ୍ୟାଳୟରେ ୭୧ ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ସଂପାଦକ ପ୍ରଭାତ କଅଁର ଙ୍କ ତତ୍ୱାବଧାନରେ ଅବସରପ୍ରାପ୍ତ ଶିକ୍ଷାବିତ ଦୁର୍ଗାଚରଣ ମହାରଣା ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟପତାକା ଉତୋଳନ କରିଥିଲେ । ଅଧ୍ୟକ୍ଷ ମନୋରଂଜନ ପ୍ରଧାନ ଙ୍କ ସମେତ କୈଳାସ ଚନ୍ଦ୍ର ଜେନା,ପ୍ରମୋଦ ମହାନ୍ତି,ବଟକୃଷ୍ଣ ମହାରଣା,ସଂଜୟ କୁମାର ସାହୁ ଓ ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।  ଓଡ଼ିଶା ସମାଚାର

About admin

Check Also

ମାର୍ଚ୍ଚ ପହିଲାରୁ ଗାଡ଼ି ଯାଞ୍ଚ କଡ଼ାକଡ଼ି ହେବ

ଭୁବନେଶ୍ୱର ,୨୮/୦୨/୨୦୨୦ (ଓଡ଼ିଶା ସମାଚାର)- ଲୋକଙ୍କୁ ଯଥେଷ୍ଟ ସମୟ ଦିଆଯାଇଛି, ଆଉ ବହୁ ସଂଖ୍ୟାରେ ଲୋକେ ଇତିମଧ୍ୟରେ ନିଜ ଗାଡ଼ିର …

Leave a Reply

Your email address will not be published. Required fields are marked *