Saturday , January 25 2020
Breaking News
Home / ପର୍ଯ୍ୟଟନ ଓ ସଂସ୍କୃତି / ବଜ୍ରବାଣ ଗ୍ରାମର ୨୦ତମ କାର୍ତିକେଶ୍ୱରଙ୍କ ପୂଜା 

ବଜ୍ରବାଣ ଗ୍ରାମର ୨୦ତମ କାର୍ତିକେଶ୍ୱରଙ୍କ ପୂଜା 

ଗରଦପୁର ୧୨/୧୧/୨୦୧୯(ଓଡ଼ିଶା ସମାଚାର)-ଗରଦପୁର ବ୍ଲକ୍ ଅନ୍ତର୍ଗତ ବଜ୍ରବାଣ ଗ୍ରାମର ୨୦ତମ କାର୍ତିକେଶ୍ୱର ପୂଜା ତା୦୭.୧୧.୨୦୧୯ରିଖ ଠାରୁ ଆରମ୍ଭ ହୋଇ ତା୧୩.୧୧.୨୦୧୯ରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏହି ଅବସରରେ ଆୟୋଜକ ବଜ୍ରସେହ୍ନା ଯୂବକ ସଂଘ ପକ୍ଷରୁ ପ୍ରତ୍ୟେକ ଦିନ ପ୍ରସାଦ ସେବନ, ଭଜନ ଓ ସାଂସ୍କୃତିକ କାର୍ଯକ୍ରମ ଅନୁଷ୍ଠିତ ହେଉଅଛି । ଏହି କାର୍ଯକ୍ରମରେ ପୂଜା କମିଟିର ସଭାପତି ଅମୀୟ ରଞ୍ଜନ ବାରିକ, ବିଶ୍ୱଜିତ୍ ଷଡ଼ଙ୍ଗୀ, ସୌମ୍ୟରଞ୍ଜନ ରାଉତ, ଗୌରାଙ୍ଗ ନାୟକ, କାଳନ୍ଦୀ ବାରିକ, ଲକ୍ଷ୍ମୀଧର ମଲ୍ଲିକ, ସତ୍ୟଜିତ ଲେଙ୍କା, ଗୌରବ ସାମନ୍ତରାୟ, ରମାକାନ୍ତ ମଲ୍ଲିକ, ପ୍ରଭାତ କୁମାର ରାଉତ ଓ ଅନ୍ୟ ସଭ୍ୟବୃନ୍ଦ ଓ ସମସ୍ତ ଗ୍ରାମବାସୀ ସହଯୋଗ କରୁଛନ୍ତି । ଓଡ଼ିଶା ସମାଚାର

About admin

Check Also

ପି.ସି.ବିଦ୍ୟା ମନ୍ଦିର ୧୯୯୫ ବ୍ୟାଚର ବନ୍ଧୁମିଳନ: ଗୁରୁ ଓ ବରିଷ୍ଠ ନାଗରିକଙ୍କୁ ସମ୍ବର୍ଦ୍ଧନା

ରଘୁନାଥପୁର, ୨୪/୦୧/୨୦୨୦ (ଓଡ଼ିଶା ସମାଚାର)- ରଘୁନାଥପୁର ପୂର୍ଣ୍ଣଚନ୍ଦ୍ର ବିଦ୍ୟା ମନ୍ଦିରର ୧୯୯୫ ବ୍ୟାଚର ବନ୍ଧୁ ମିଳନ ଉତ୍ସବରେ ଶିକ୍ଷକ ଓ …

Leave a Reply

Your email address will not be published. Required fields are marked *