Saturday , January 25 2020
Breaking News
Home / ବିଶେଷ / ପୋଲିସ କ୍ୱାଟର୍ସରେ ଗଣଦୁଷ୍କର୍ମ ମାମଲା – ଗିରଫଦାରୀ ସଂଖ୍ୟା ତିନିକୁ ବୃଦ୍ଧି

ପୋଲିସ କ୍ୱାଟର୍ସରେ ଗଣଦୁଷ୍କର୍ମ ମାମଲା – ଗିରଫଦାରୀ ସଂଖ୍ୟା ତିନିକୁ ବୃଦ୍ଧି

ପୁରୀ,୦୮/୧୨/୨୦୧୯(ଓଡ଼ିଶା ସମାଚାର)-ପୋଲିସ ହାତରେ ପୁରୀ କୁମ୍ଭାରପଡା ପୋଲିସ କ୍ୱାଟର୍ସ ଗଣଦୁଷ୍କର୍ମ ମାମଲାର ୩ୟ ଅଭିଯୁକ୍ତ ଧରାପଡିଛି । ମୁଖ୍ୟ ଅଭିଯୁକ୍ତ ଜିତେନ୍ଦ୍ର ସେଠୀ ଓ ଅନ୍ୟ ଜଣଙ୍କୁ ପୋଲିସ ପୂର୍ବରୁ ଗିରଫ କରିଥିବା ବେଳେ ଏହି ମାମଲାରେ ତୃତୀୟ ଅଭିଯୁକ୍ତ କୁହାଯାଉଥିବା ରାମଚନ୍ଦ୍ର ପ୍ରଧାନକୁ ପୋଲିସ ଗିରଫ କରିବାରେ ସଫଳ ହୋଇଛି । ବ୍ରହ୍ମଗିରି ଥାନା ଅନ୍ତର୍ଗତ ଆଳିଆପୁଟ ଗ୍ରାମରୁ ପୋଲିସ ଅଭିଯୁକ୍ତ ରାମଚନ୍ଦ୍ରକୁ ଗିରଫ କରିଛି । ଓଡ଼ିଶା ସମାଚାର

About admin

Check Also

ଚିଟଫଣ୍ଡ ଶୋଷଣ ପ୍ରତିରୋଧ ବିରୁଦ୍ଧରେ ମହିଳା ସଙ୍ଘର୍ଷ ସମିତି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

 କେନ୍ଦ୍ରାପଡା, ୨୫/୦୧/୨୦୨୦(ଓଡ଼ିଶା ସମାଚାର)- – ଜିଲ୍ଲାର ମାର୍ଶାଘାଇ,ମହାକାଳପଡା ଓ ତନ୍ତିଆପାଳ ଅଂଚଳରେ ଚିଟଫଣ୍ଡ ସଂସ୍ଥା ଦ୍ୱାରା ଶୋଷିତ ହୋଇଥିବା ସ୍ୱୟଂ …

Leave a Reply

Your email address will not be published. Required fields are marked *