Friday , February 28 2020
Breaking News
Home / ଶିକ୍ଷା / ପୁରୁଷୋତମପୁର ସରସ୍ୱତୀ ଶିଶୁ ମନ୍ଦିର ଛାତ୍ରଛାତ୍ରୀଙ୍କ କୃତିତ୍ୱ

ପୁରୁଷୋତମପୁର ସରସ୍ୱତୀ ଶିଶୁ ମନ୍ଦିର ଛାତ୍ରଛାତ୍ରୀଙ୍କ କୃତିତ୍ୱ

କେନ୍ଦ୍ରାପଡା,୧୩/୧୧/୨୦୧୯(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ସଙ୍କୁଳ ସ୍ତରୀୟ ଶ୍ୟାମସୁନ୍ଦରପୁର ଗ୍ରାମପଂଚୟତ ଅନ୍ତର୍ଗତ ପୁରୁଷୋତମପୁର ସରସ୍ୱତୀ ଶିଶୁ ମନ୍ଦିରର ଛାତ୍ରଛାତ୍ରୀମାନେ ଚଳିତ ଶିକ୍ଷାବର୍ଷରେ ଅନୁଷ୍ଠିତ ହୋଇଥିବା ପଠାଣିସାମନ୍ତ ମେଧା ବୃତି ଏବଂ ୩ୟ ଓ ୫ମ ବୃତି ପରୀକ୍ଷାରେ କେନ୍ଦ୍ରାପଡା ବ୍ଲକରୁ ଯଥାକ୍ରମେ ଅଭିପ୍ସା ପରିଡା, ସୈାମ୍ୟରଞ୍ଜନ ସ୍ୱାଇଁ, କ୍ଷଣପ୍ରଭା ଦାସ, ସ୍ୱାଧୀନ କୁମାର ସାହୁ, (୬ଷ୍ଠ ପଠାଣି ସାମନ୍ତ ବୃତିରେ)ମନସ୍ୱୀ ଦାସ,ଅପୂର୍ବାନାରାୟଣୀ ପତି, ରୋନିତ ରାଉତ,ଅଙ୍କିତା ଜେନା (୫ମ)ପିୟୁଷ ମହାନ୍ତି, ବିନିତ କୁମାର ଷଡଙ୍ଗୀ,ଅଙ୍କିତାକ୍ରାନ୍ତୀ ଭୋଳ, ଓ ନନ୍ଦିନୀ ଜେନା(୩ୟ)କୃତିତ୍ୱ ହାସଲ କରିଥିବା ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ରଞ୍ଜନ କୁମାର ମଲ୍ଲ ସୂଚନା ଦେଇଛନ୍ତି । ଏହି କୃତିତ୍ୱରେ ଶିଶୁମନ୍ଦିରର ଗୁରୁଜୀ,ଗୁରୁମା ଓ ଛାତ୍ରାଭିଭାବକମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ଓଡ଼ିଶା ସମାଚାର

About admin

Check Also

୯୦ ଟି ପ୍ରାଥମିକ ସ୍କୁଲରେ ନାହିଁ କଳାପଟା

ଭୁବନେଶ୍ୱର ,୨୭/୦୨/୨୦୨୦ (ଓଡ଼ିଶା ସମାଚାର)- ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ସଜାଡ଼ିବା ସହ ଭିତିିଭୂମି ସୁଦୃଢ କରିବାକୁ ସରକାର ନେଉଛନ୍ତି ବିଭିନ୍ନ …

Leave a Reply

Your email address will not be published. Required fields are marked *