Thursday , September 19 2019
Breaking News
Home / ତାଜା ଖବର / ପିପିଟି ରେଲୱେ ମେଂଟେନାନ୍ସ କର୍ମଚାରୀଙ୍କ ମୃତୁ୍ୟ      

ପିପିଟି ରେଲୱେ ମେଂଟେନାନ୍ସ କର୍ମଚାରୀଙ୍କ ମୃତୁ୍ୟ      

ପାରାଦ୍ୱୀପ ୦୩/୦୯/୨୦୧୯(ଓଡ଼ିଶା ସମାଚାର)- ପିପିଟି ରେଲୱେ ମେଂଟେନାନ୍ସ ରେ କାର୍ଯ୍ୟକରୁଥିବା ଜଣେ କର୍ମଚାରୀ ସୋନମ୍ ହେମ୍ରମ୍ (୫୦) ଗୁରୁତର ଅବସ୍ଥାରେ ଅଠରବାଙ୍କୀ ସ୍ଥିତ ବିଜୁ ମେମୋରିଆଲ ଚିକିତ୍ସାଳୟ କୁ ଚିକିତ୍ସା ନିମନ୍ତେ ଆସୁଥିôବା  ସମୟରେ ମୃତୁ୍ୟବରଣ କରିଛନ୍ତି । ସୁନାରାମ ଦୀର୍ଘ ୨୭ବର୍ଷ ହେବ ଗ୍ୟାଙ୍ଗମ୍ୟାନ୍ ଭାବେ ପିପିଟି ରେଲ୍ୱେ ମେଂଟେନାନ୍ସ ରେ କଂଟ୍ରାକଚୁଆଲ ଭାବେ କାର୍ଯ୍ୟ କରିଆସୁଥିଲେ । ସୁନାରାମ ନିକଟରେ କ୍ୟାନସର ରୋଗରେ ପିଡିତ ଥିଲେ । ତେବେ ତାଙ୍କ ଦେହାନ୍ତ ପରେ ସମସ୍ତ ମେଂଟେନାନ୍ସ  କର୍ମଚାରୀମାନେ  ସୁନାରାମଙ୍କ ପୁତ୍ରଙ୍କୁ ତାଙ୍କ ସ୍ଥାନରେ ନିଯୁକ୍ତି, ୫ଲକ୍ଷ ଟଙ୍କାର ସହାୟତା, ଫାଇନାଲ ପେମେଂଟ ସମେତ ଅନ୍ୟାନ୍ୟ ସୁବିଧା ଯୋଗାଇଦେବା ପାଇଁ ଦାବି କରିଥିଲେ ।  ଓଡ଼ିଶା ସମାଚାର

About admin

Check Also

ସଂକ୍ଷେପରେ ତାଜା ଖବର : ହାଜତ ମୃତ୍ୟୁକୁ କେନ୍ଦ୍ର କରି ପଟ୍ଟାମୁଣ୍ଡାଇ ଥାନା ରେ ଉତେଜନା

ପଟ୍ଟାମୁଣ୍ଡାଇ,୧୮/୦୯/୨୦୧୯(ଓଡ଼ିଶା ସମାଚାର)- ହାଜତ ମୃତ୍ୟୁକୁ କେନ୍ଦ୍ର କରି ପଟ୍ଟାମୁଣ୍ଡାଇ ଥାନା ରେ ଉତେଜନା ପ୍ରକାଶ ପାଇଛି । ମିଳିଥିବା ତାଜା …

Leave a Reply

Your email address will not be published. Required fields are marked *